Tag: #odisha news makers

Rayagada

ଚଳନ୍ତା ଟ୍ରେନ୍‌ରୁ ଖସି ପଡ଼ିଲେ ମା’ ଝିଅ, କଟିଗଲା ହାତଗୋଡ଼

ଚଳନ୍ତା ଟ୍ରେନରେ ଚଢିବା ବେଳେ ଘଟିଲା ଅଘଟଣ

State

ବିଜେଡିରେ ବିସ୍ଫୋରକ ସ୍ଥିତି

ଗତ କିଛି ଦିନ ହେବ ବିଜୁ ଜନତା ଦଳରେ ବିସ୍ଫୋରକ ସ୍ଥିତି

Balangir

ସାନଭାଇ ଓ ତାଙ୍କ ସ୍ତ୍ରୀଙ୍କୁ ହାଣିଲା ବଡ଼ ଭାଇ

ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଅନ୍ତର୍ଗତ ଛତାଭଟା ଗ୍ରାମରେ ଆଜି ସକାଳେ ଘଟିଯାଇଛି ଏକ ଅଭାବନୀୟ ଘଟଣା

State

ରାଜ୍ୟରେ ଲାଗୁ ହେବ ଆୟୁଷ୍ମାନ ଭାରତ

ଚଳିତ ଆର୍ଥିକ ବର୍ଷରେ ହିଁ ଆମ ରାଜ୍ୟରେ ଏହି ଯୋଜନା କାର୍ଯ୍ୟକାରୀ ହେବ

National

ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ, ୫ କୋଟି ଟଙ୍କା ଦାବି

ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କୁ ପୁଣି ହତ୍ୟା ଧମକ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ସହ ଶତ୍ରୁତା ବେଶ୍ ପୁରୁଣା

Ganjam

ଘୁମୁସର ବନଖଣ୍ଡକୁ ପୁଣି ଫେରିଲା ମହାବଳ

ଘୁମୁସର ବନଖଣ୍ଡକୁ ପୁଣି ଫେରିଛି ମହାବଳ

Cuttack

ନବୀନଙ୍କ ଜନ୍ମଦିନ କାର୍ଯ୍ୟକ୍ରମରେ ଯୋଗଦେଲେନି ମେୟର

କଟକ ବିଜେଡିରେ ଜଳ ଜଳ ଦେଖାଯାଉଛି ଗୋଷ୍ଠୀ କନ୍ଦଳ

Puri

କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ କଟକଣା

କାର୍ତ୍ତିକ ମାସରେ ଶ୍ରୀ ମନ୍ଦିରରେ ଶୃଙ୍ଖଳିତ ଦର୍ଶନ ପାଇଁ ଲାଗିଛି କଟକଣା

Keonjhar

ହାତୀ ଘଉଡ଼ାଇବା ହେଲା କାଳ

କେନ୍ଦୁଝର ଜିଲ୍ଲାରେ ଏକ ଅଭାବନୀୟ ଘଟଣା ଘଟିଛି। ଏଲିଫ୍ୟାଣ୍ଟ ସ୍କ୍ୱାର୍ଡ ହାତୀ ଉତ୍ପାତ ଅଭିଯୋଗ ପାଇବା ପରେ ହାତୀପଲଙ୍କୁ ଘଉଡ଼ାଇବାକୁ ଯାଇଥିଲେ

State

ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ

ବରିଷ୍ଠ ରାଜନେତା ଅମର ଶତପଥୀଙ୍କ ବିସ୍ଫୋରକ ବୟାନ । ଅମର କହିଛନ୍ତି, ଆଗକୁ ବିଜେଡିରେ ଆହୁରି ଅନେକ କଥା ଘଟିବାକୁ ଯାଉଛି

National

ଦୀପାବଳି ଭେଟି ଦେଲେ କେନ୍ଦ୍ର ସରକାର, ବଢିଲା DA

ଦୀପାବଳି ପୂର୍ବରୁ କେନ୍ଦ୍ର ସରକାରଙ୍କୁ ବଡ ଭେଟି

Ganjam

ଗଞ୍ଜାମ ବିଜେଡିରେ ହଟଚମଟ

ଆସିକାରେ ବିଜେଡିକୁ ହରାଇବାକୁ ବିଜେପି ସହ ହାତ ମିଳାଇଥିଲେ ବିଜେଡି ସାଂସଦ ପ୍ରାର୍ଥୀ।

State

ପରାଜୟ ପାଇଁ ଦୋଷ ଦେବାର ଅଛି ତ ନବୀନ ପଟ୍ଟନାୟକଙ୍କୁ ଦିଅ: ଦେବାଶିଷ...

ଅମର ଶତପଥୀ ଓ ପ୍ରସନ୍ନ ପାଟଶାଣୀଙ୍କ ବିସ୍ପୋରକ ବୟାନ ଉପରେ ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ ମୁହଁ ଖୋଲିଛନ୍ତି।

Puri

ଶ୍ରୀମନ୍ଦିରରେ କେବଳ ଓମଫେଡ୍ ଘିଅ

ଶ୍ରୀମନ୍ଦିରରେ ବ୍ୟବହାର ହେବ କେବଳ ଓମଫେଡ୍ ଘିଅ

Politics

ଆଗକୁ ଓଡ଼ିଶା ରାଜନୀତିରେ ବହୁତ କିଛି ଘଟିବାକୁ ଯାଉଛି : ଅମର ଶତପଥୀ

ରାଜନୈତିକ ଦୃଶ୍ୟପଟ୍ଟରେ ଆଗକୁ ଆହୁରି ଅନେକ ଘଟଣା ଘଟିବାକୁ ଯାଉଛି କହି ଆଜି ଆଉ ଏକ ବାଣ ମାରିଛନ୍ତି ବରିଷ୍ଠ ରାଜନେତା ଅମର ଶତପଥୀ

State

୪ ୱେବ୍ ସାମ୍ବାଦିକଙ୍କ ସମେତ ୫ଜଣ ଗିରଫ

କଳାହାଣ୍ଡି ଭବାନୀପାଟଣା ସଦର ଥାନା ଅଂଚଳରେ ଘଟିଥିବା ଏକ ଡକାୟତି ଘଟଣାରେ ୪ ଜଣ ୱେବ୍‌ ସାମ୍ବାଦିକ ଓ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ

National

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା; ପୀଡିତାଙ୍କୁ ଭେଟିବେ...

ଦିଲ୍ଲୀରେ ଓଡ଼ିଆ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣାକୁ ଗୁରୁତ୍ବର ସହ ନେଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

State

ରାଜ୍ୟରୁ ଦୂର ଦେବ ଦାଦନ ସମସ୍ୟା

ଏଥିପାଇଁ ବଡ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର।

Puri

ଏଣିକି ମାଗଣା ମିଳିବ ମହାପ୍ରସାଦ

ଭକ୍ତଙ୍କୁ ମାଗଣା ଅବଢା ମିଳିବା ଘୋଷଣା ହେବା ପରେ ପୁରା ରାଜ୍ୟରେ ରାଜ୍ୟ ସରକାରଙ୍କ ନିଷ୍ପତ୍ତିରୁ ସ୍ଵାଗତ କରାଯାଉଛି । 

Politics

ଲେନିନ୍‌-ଅମର ମୁହାଁମୁହିଁ

ପୁଣି ତେଜିଲାଣି ବିଜେଡିର ଗୋଷ୍ଠୀ କନ୍ଦଳ