Last seen: 4 days ago
Copy Editor Of Onm
ଯାଜପୁର ବଡ଼ଚଣା ଗେଙ୍ଗୁଟି ନଦୀରେ ଗାଧୋଉଥିବା ବେଳେ ଦୁଇ ଯୁବକ ମୃତ
ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ୧୦ ବର୍ଷ କାରାଦଣ୍ଡାଦେଶ ଶୁଣାଇଛନ୍ତି କଟକ ପୋକ୍ସୋ କୋର୍ଟ
କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡ଼ିକାଲରେ ଖୋଲିବ ରାଜ୍ୟର ପ୍ରଥମ ବୋନ୍ ବ୍ୟାଙ୍କ
ପଶ୍ଚିମବଙ୍ଗର ପୂର୍ବ ମେଦିନୀପୁର ଜିଲ୍ଲାର ଏଗ୍ରା ଠାରେ ମଙ୍ଗଳବାର (ମେ ୧୬) ରେ ଏକ ବାଣ କାରଖାନାରେ ବିସ୍ଫୋରଣ ଘଟି ୭ ଜଣଙ୍କର ମୃତ୍ୟୁ ହୋଇଛି ।
ସବୁ ସରକାରୀ ଡାକ୍ତରଖାନା ଓ କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଯୋଜନା (ସିଜିଏଚ୍ଏସ୍) ଅଧୀନରେ ଥିବା ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନଙ୍କୁ ରୋଗୀମାନଙ୍କ ପାଇଁ...
କ୍ଵିଣ୍ଟାଲ ପିଛା ୫୦୦ ଟଙ୍କା ବଢ଼ିଛି । ଦର ନିୟନ୍ତ୍ରଣକୁ ଆଖି ବୁଜି ଦେଉଛନ୍ତି କେନ୍ଦ୍ର ସରକାର
ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ । ମିଶ୍ର କ୍ରିଏସନ୍ ପ୍ରା.ଲି. ଏମ୍ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ ହୋଇଥିବା ସୂଚନା
ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ଥାନା କେରଯୋଳି ବାଲିସାହିରେ ମଦ୍ୟପ ସ୍ୱାମୀ ସ୍ତ୍ରୀକୁ ହତ୍ୟାକରି ନିଆଁରେ ପୋଡ଼ିଦେଇଛି ।
ଆସନ୍ତା ୧୮ ତାରିଖରେ ରାଜ୍ୟରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଚଳାଚଳର ଶୁଭାରମ୍ଭ ହେବ
୧୭୦ ଯାତ୍ରୀଙ୍କୁ ନେଇ ଦୁବାଇରୁ ସିଧାସଳଖ ଓଡ଼ିଶା ଆସିଲା ଓ ଗଲା ୨ ଇଣ୍ଡିଗୋ ବିମାନ
କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ପୁଣି ମାତିଲେ ମାଓବାଦୀ ।
ଚିଠି ଲେଖି ଚୋରି ପାଇଁ ଅନୁତାପ କରିବା ସହ ଫେରାଇ ଦେଇଛି ଚୋରି ସାମଗ୍ରୀ।
ସ୍ୱତନ୍ତ୍ର ଉନ୍ନୟନ ପରିଷଦ (ଏସଡିସି)ରେ ସାମିଲ ହୋଇଛି ଆଉ ୧୪ ଜିଲ୍ଲା
ନାବାଳିକା ଅପହରଣ ଓ ଦୁଷ୍କର୍ମୀ ଶିକ୍ଷକଙ୍କୁ ୨୦ବର୍ଷ ଜେଲ ଦଣ୍ଡାଦେଶ