ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ

ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ । ମିଶ୍ର କ୍ରିଏସନ୍ ପ୍ରା.ଲି. ଏମ୍‌ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ ହୋଇଥିବା ସୂଚନା

ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ

ଠକେଇ ଅଭିଯୋଗରେ ବିଲ୍ଟର ସଂସ୍ଥାର ଏମଡି ଗିରଫ । ମିଶ୍ର କ୍ରିଏସନ୍ ପ୍ରା.ଲି. ଏମ୍‌ଡି ଜ୍ୟୋତିରଞ୍ଜନ ମିଶ୍ର ଗିରଫ ହୋଇଥିବା ସୂଚନା । ୧୫ କୋଟି ଠକେଇ ଅଭିଯୋଗରେ ଗିରଫ କଲା ଇଓଡବ୍ଲୁ । ଚନ୍ଦକା ଅଞ୍ଚଳରେ ଫ୍ଲାଟ ଦେବାକୁ କହି ୧୨୭ ଜଣଙ୍କୁ ଠକେଇ । ୩୦ ମାସ ଭିତରେ ପ୍ଲାଟଦେବାକୁ କହି ୨୦୧୬ରୁ ଠକି ଆସୁଥିଲେ ।