Entertainment

ଦୀପାବଳିରେ ମୁକ୍ତିଲାଭ କରିବ ‘ଭୁଲ୍‌ ଭୁଲେୟାଁ-୩’

ଅନିସ ବଜମିଙ୍କ ନିର୍ଦ୍ଦେଶନାରେ ନିର୍ମିତ୍ତ ‘ଭୁଲ୍‌ ଭୁଲେୟାଁ-୩’ ଦୀପାବଳିରେ ମୁକ୍ତିଲାଭ କରିବାକୁ ଯାଉଛି

ମୃତ୍ୟୁ ମୁଖରୁ ବଞ୍ଚିଲେ ରଶ୍ମିକା ମନ୍ଦାନା

କୌଣସି ପ୍ରକାରର ଅନିଷ୍ଟ ହୋଇନାହିଁ ଏବଂ ସମସ୍ତେ ସୁରକ୍ଷିତ ଅଛନ୍ତି ।

ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ

ଲୋକପ୍ରିୟ ଓଡ଼ିଆ ଅଭିନେତା ଚକ୍ରଧର ଜେନାଙ୍କ ପରଲୋକ ହୋଇଛି।

ମିଥୁନ୍‌ଙ୍କୁ ବ୍ରେନ୍ ଷ୍ଟ୍ରୋକ୍‌, ହସ୍ପିଟାଲରେ ଭର୍ତ୍ତି

ଅଭିନେତା ମିଥୁନ୍ ଚକ୍ରବର୍ତ୍ତୀ ବ୍ରେନ୍ ଷ୍ଟ୍ରୋକ୍‌ର ଶିକାର ହୋଇଛନ୍ତି ।

ପୁନମ ପାଣ୍ଡେ ଜୀବିତ

ମଡେଲ ତଥା ପୁନମ ପାଣ୍ଡେ ଜୀବିତ ଅଛନ୍ତି

ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ

ମନୋରଞ୍ଜନଧର୍ମୀ ଜଗତରୁ ଆସିଛି ଏକ ଦୁଃଖ ଖବର । ବଲିଉଡ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ପରଲୋକ ଘଟିଛି ।

ରଣବୀର-ଆଲିଆ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ’12th Fail’ ଶ୍ରେଷ୍ଠ...

୬୯ ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ‘ଆନିମଲ’ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ...

ରଣବୀର, ଆଲିୟା, ଭିକ୍କିଙ୍କୁ ନେଇ ସଞ୍ଜୟ ଲୀଲା ଭନ୍ସାଲି କରିବେ ଲଭ...

ସଞ୍ଜୟ ଲୀଲା ଭନ୍ସାଲି ତାଙ୍କ ଆଗାମୀ ଫିଲ୍ମ ଲଭ ଆଣ୍ଡ ୱାରର ଘୋଷଣା କରିଛନ୍ତି । ଏଥିରେ ରଣବୀର କାପୁର, ଆଲିୟା ଭଟ୍ଟ ଓ ଭିକ୍କି କୌଶଲ ମୂଖ୍ୟ ଭୂମିକାରେ ଅବତୀର୍ଣ୍ଣ...

ଅଲଗା ହେଲେ କି ଅର୍ଜୁନ୍-ମଲାଇକା

ଦୁହେଁ ନିଜ ସମ୍ପର୍କକୁ ନେଇ ଖୁବ୍ ଡେଡିକେଟେଡ୍ । କିନ୍ତୁ କିଛି ଦିନ ହେବ ଦୁହିଁଙ୍କର ବ୍ରେକଅପ ହୋଇଯାଇଥିବା ଖବର ଶୁଣିବାକୁ ମିଳୁଛି

ମୁକ୍ତିଲାଭ କଲା 'Indian Police Force'ର ଟ୍ରେଲର

ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀଙ୍କ ବହୁ ପ୍ରତୀକ୍ଷିତ ୱେବ୍ ସିରିଜ୍ 'ଇଣ୍ତିଆନ୍ସ ପୋଲିସ୍ ଫୋର୍ସ' ର ଟ୍ରେଲର ରିଲିଜ୍ ହୋଇଯାଇଛି ।

ସୀତାଙ୍କୁ ମିଳିଲା ରାମ ମନ୍ଦିରକୁ ନିମନ୍ତ୍ରଣ

ରାମାନନ୍ଦ ସାଗରଙ୍କ ସିରିଏଲ 'ରାମାୟଣ'ରେ ସୀତା ମାଆଙ୍କ ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖିଲିଆଙ୍କୁ ମିଳିଲା ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ...

ସାଉଥଷ୍ଟାର୍‌ ବିଜୟଙ୍କୁ ଚପଲ ମାଡ଼

କେହି ଜଣେ ବ୍ୟକ୍ତି ତାଙ୍କ ଉପରକୁ ଚପଲ ଫିଙ୍ଗି ଆକ୍ରମଣ କରିଛନ୍ତି।

ଶାହରୁଖଙ୍କ ପତ୍ନୀ ଗୌରୀଙ୍କୁ ଇଡିର ନୋଟିସ୍‌

ବଲିଉଡ୍‌ର କିଙ୍ଗ ଖାନ୍ ଶାହରୁଖଙ୍କ ପତ୍ନୀ ଗୌରୀ ଖାନ୍‌ଙ୍କୁ ନୋଟିସ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ।

ବିବାହ ବନ୍ଧନରେ ବାନ୍ଧି ହେଲେ ରଣଦୀପ ହୁଡା

ବଲିଉଡ ଷ୍ଟାରଙ୍କ ‘ସ୍ୱଦେଶୀ’ ବାହାଘର । ଚର୍ଚ୍ଚାରେ ରଣଦୀପ ହୁଡାଙ୍କ ବିବାହ, ସଂସ୍କୃତି ଓ ପରମ୍ପରାକୁ ଦେଲେ ପ୍ରାଧାନ୍ୟ

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ସନଲିସା ପଟେଲ୍‌ଙ୍କ ସମେତ ଅନ୍ୟ...

ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ: ସନଲିସା ପଟେଲ୍‌ଙ୍କ ସମେତ ଅନ୍ୟ କଳାକାର ଙ୍କ ଆମରଣ ଅନଶନ

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ

ଅଭିନେତ୍ରୀ ମୌସୁମୀ ନାୟକ ଗିରଫ ହୋଇଛନ୍ତି

ଦୀପାବଳିରେ ଟାଇଗର-3 କଲା ଧମାଲ୍

ସଲମାନ ଖାନ ଏବଂ କ୍ୟାଟ୍ରିନା କୈଫଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଟାଇଗର 3 ନଭେମ୍ବର 12 ରେ ଦୀପାବଳିରେ ମୁକ୍ତିଲାଭ କରିଛି।