Sambalpur
ଖୋଲିବନି ହୀରାକୁଦ ଗେଟ୍
ହୀରାକୁଦ ଡ୍ୟାମରେ ଏବେ ଆଉ ଗେଟ ଖୋଲାଯିବନି
ପୋଲ ଉପରେ ପାଣି, ସମ୍ବଲପୁର- ସୋନପୁର ଯୋଗାଯୋଗ ବିଚ୍ଛିନ୍ନ
ପ୍ରବଳ ବର୍ଷାରେ ସବୁ ନଦୀ ଏବଂ ନାଳ ଭରିବାରେ ଲାଗିଛି
ସମ୍ବଲପୁରୀ ଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା
ଆଜି ସମ୍ବଲପୁରୀ ଦିବସ ଅବସରରେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
ବନ୍ଦ ହେଲା ଆଉ ୬ ଗେଟ୍
ବନ୍ଦ ହେଲା ହୀରାକୁଦ ଡ୍ୟାମର ଆଉ ୬ଟି ଗେଟ୍
ଦୁଇ ଗାଡ଼ି ମୁହାଁମୁହିଁ ଧକ୍କା :ଟ୍ରକ୍ ସହ ଜିଅନ୍ତା ଜଳିଗଲେ ଡ୍ରାଇଭର
ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଜମନକିରା ଥାନା ୫୩ ନମ୍ବର ଜାତୀୟ ରାଜପଥ ବଡ଼କୁଣ୍ଡେସରାଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି
ହୀରାକୁଦରେ ଖୋଲିଲା ୩ଟି ଗେଟ୍
ହୀରାକୁଦରେ ମୋଟ ୮ଟି ଗେଟ୍ ଦେଇ ହେଉଛି ଜଳ ନିଷ୍କାସନ
ହୀରାକୁଦ ଡ୍ୟାମ୍: ଜଳପତ୍ତନ ରହିଛି ୬୧୪.୮୭ ଫୁଟ
ପୂର୍ବ ଘୋଷଣା ଅନୁଯାୟୀ ରବିବାର ସକାଳ ୯ଟାରେ ଖୋଲାଯାଇଛି ହୀରାକୁଦ ଡ୍ୟାମ୍ର ଗେଟ୍। ଏହା ସହିତ ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
ହୀରାକୁଦର ୫ ଗେଟ ଖୋଲିଲା
ଆଜି ହୀରାକୁଦରୁ ଏବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି
ହୀରାକୁଦ ଖୋଲିଲେ କିଛି ଅସୁବିଧା ନାହିଁ : ଏସଆରସି
ସାରା ରାଜ୍ୟରେ ବର୍ଷା ଜାରି ରହିଛି । କେତେକ ସ୍ଥାନରେ ମୂଷଳ ଧାରାରେ ବର୍ଷା ମଧ୍ୟ ହୋଇଛି
୨୩ରେ ଖୋଲିବ ହୀରାକୁଦ
ହୀରାକୁଦ ବନ୍ଧକୁ ନେଇ ଏକ ବଡ଼ ଖବର ଆସିଛି । ଆସନ୍ତା ୨୩ରେ ହୀରାକୁଦ ଡ୍ୟାମ ଖୋଲାଯିବ
ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ଅନୁମୋଦନ
ଏକ ଘଣ୍ଟାରେ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି । ମହାନ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ଜନ୍ମସ୍ଥାନ ବିକାଶ ପ୍ରକଳ୍ପକୁ ଅନୁମୋଦନ
୨ୟ ଦିନରେ ୫-ଟି ସଚିବଙ୍କସମଲେଶ୍ବରୀଙ୍କ ଦର୍ଶନ ସହ ସମଲେଇ ପ୍ରକଳ୍ପର...
ବର୍ଷା ସତ୍ତ୍ୱେ ୫-ଟି ସଚିବ ଭି.କେ ପାଣ୍ଡିଆନଙ୍କ ସମ୍ବଲପୁର ଗସ୍ତ ଜାରି ରହିଛି। ସକାଳୁ ସକାଳୁ ବର୍ଷାରେ ବି ଚାଲିଛି ବିକାଶ ସମୀକ୍ଷା
୫ ହଜାର ବସ୍ତା ନକଲି ସାର ଜବତ, ଗୋଦାମ ସିଲ୍
ଏକ ବେଆଇନ ସାର ଗୋଦାମ ଉପରେ ଚଢ଼ାଉ କରାଯାଇ ୫ ହଜାର ବସ୍ତା ନକଲି ସାର ଜବତ କରାଯାଇଛି।
ବନ୍ଧୁକ କାରବାର କରୁଥିବା ୬ ଅପରାଧୀ ଗିରଫ
ସମ୍ବଲପୁର ପୋଲିସକୁ ବଡ଼ ସଫଳତା। ଜିଲ୍ଲାରେ ବନ୍ଧୁକ ସାମ୍ରାଜ୍ୟ ଚଳାଇଥିବା ଗ୍ୟାଙ୍ଗକୁ ଠାବ କରିଛି ପୁଲିସ ।
ହୀରାକୁଦରେ ବଢୁଛି ଜଳସ୍ତର
ଛତିଶଗଡ କଲମା ବ୍ୟାରେଜ ଖୋଲିବା ପରେ ହୀରାକୁଦରେ ଜଳସ୍ତର ବଢିବାରେ ଲାଗିଛି ।
ପ୍ରଦୂଷଣ ନିୟମର ଉଲ୍ଲଂଘନ: ରେଙ୍ଗାଲି ରେଳ ସାଇଡିଂ ବନ୍ଦ ନିର୍ଦ୍ଦେଶ
ସମ୍ବଲପୁର ଜିଲ୍ଲାର ରେଙ୍ଗାଲି ରେଳ ଷ୍ଟେସନ ନିକଟବର୍ତ୍ତୀ ରେଳ ସାଇଡିଂରେ ପ୍ରଦୂଷଣ ଆଇନର ଖୋଲା ଉଲ୍ଲଂଘନ। ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଅନୁଧ୍ୟାନରୁ...
ବଢ଼ୁଛି ହୀରାକୁଦର ଜଳସ୍ତର
ବଢ଼ୁଛି ହୀରାକୁଦ ଜଳସ୍ତର । ମୌସୁମୀ ପାଇଁ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ବଢ଼ିଲା ଜଳଭଣ୍ଡାର ଇନଫ୍ଲୋ ଓ ଆଉଟ ଫ୍ଲୋ
ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ
ବିଦ୍ୟୁତ ଆଘାତରେ ଗଲା ଦୁଇ ଜୀବନ । ସମ୍ବଲପୁର ଜିଲ୍ଲା ଯୁଯୁମୁରା ବ୍ଲକ୍ ଲିପିଣ୍ଡା ପଞ୍ଚାୟତ ଦାବତଏଲା ଗ୍ରାମରେ ଘଟିଛି ଏଭଳି ଅଭାବନୀୟ ଘଟଣା
ଦିନ ଦ୍ଵିପ୍ରହରରେ ଲୁଟ୍
ସ୍କୁଟିରୁ ଝାମ୍ପି ନେଲେ ୧ ଲକ୍ଷ ୮୩ ହଜାର।
ଜଳିଗଲେ ବିଦ୍ୟୁତ କର୍ମଚାରୀ
ଟ୍ରାନ୍ସଫର୍ମର ଉପରେ ମରାମତି ବେଳେ ଜଳିଗଲେ ବିଦ୍ୟୁତ କର୍ମଚାରୀ।