Balangir
ବଲାଙ୍ଗିରରେ ଯୁବକଙ୍କୁ ନିର୍ମମ ହତ୍ୟା
ମେଲୋଡି ଦେଖି ଫେରୁଥିବାବେଳେ ଧାରୁଆ ଅସ୍ତ୍ରରେ ଆକ୍ରମଣ କଲେ ଦୁର୍ବୃତ୍ତ।
ଚଢିଗଲା ବୋଲେରୋ, ୩ ମୃତ
ବାଇକ ଉପରେ ଚଢିଗଲା ବୋଲେରୋ ଫଳରେ ୩ ଜଣଙ୍କର ମୃତ୍ୟୁ ହୋଇଛି
ସାବିତ୍ରୀ ବ୍ରତ ପାଳନ ବେଳେ ଅଘଟଣ; ନିଆଁରେ ପୋଡ଼ି ହୋଇ ମହିଳା ଗୁରୁତର
ସ୍ଵାମୀଙ୍କ ଦୀର୍ଘାୟୁ କାମନା କରି ପ୍ରତ୍ୟେକ ସଧବା ନାରୀ ଆଜି ସାବିତ୍ରୀ ବ୍ରତ ପାଳନ କରିଛନ୍ତି।
ବରକୁ ଉଠାଇ ଆଣିଲା ପୋଲିସ
ବଲାଙ୍ଗୀର ସହର ଶ୍ରୀରାମ ନଗରଠାରେ ଗୁରୁବାର ମୁସଲମାନ ସମ୍ପ୍ରଦାୟର ଏକ ବିବାହ (ନିକାହ) ଉତ୍ସବରେ ଯୌତୁକ ଦାବିକୁ ନେଇ ଗୁରୁବାର ଅଭାବନୀୟ ପରିସ୍ଥିତି ସୃଷ୍ଟି...
ବଲାଙ୍ଗୀରରେ ଚାଞ୍ଚଲ୍ୟ: ଯୁବକଙ୍କୁ ମାରି ଖଣ୍ଡଖଣ୍ଡ କରିଦେଲେ
ଯୁବକର ମୁଣ୍ଡ, ଗଣ୍ଡି ଅଲଗା କରି ହାଣି ଦିଆଯାଇଛି।
ବାଇକକୁ ପଛରୁ ପିଟିଲା ଟ୍ରକ୍, ସାନ ଝିଅର ମୃତ୍ୟୁ, ବାପା ଓ ବଡ଼ ଝିଅ...
ସୋନପୁର-ବଲାଙ୍ଗୀର ଜାତୀୟ ରାଜପଥ-୫୭ର ଗଇଁତଲା ଛକରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା
କଫ୍ ସିରପ୍ ଜବତ, ୫ ଗିରଫ
ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ପୋଲିସ୍ ବିପୁଳ ପରିମାଣର କଫ୍ ସିରପ୍ ଜବତ କରିଛି।
କାରଖାନାରେ ବିସ୍ଫୋରଣ: ୨ ଗୁରୁତର
ବଲାଙ୍ଗିର: ବଡମାଲ ଗୋଳାବାରୁଦ କାରଖାନାରେ ବିସ୍ଫୋରଣ ହୋଇଛି , ୨ଟେକନିସିଆନ୍ ଗୁରୁତର
ଆନ୍ଦୋଳନରେ ଗାଈ ବଳଦ
ମାଲିକ ଗାଈମାନଙ୍କୁ ଖାଇବା ପିଇବାକୁ ଦେଇ ବସିଛନ୍ତି ଆନ୍ଦୋଳନରେ
ଚାଷ ଜମିରେ ଥିବା ନଳକୂପରୁ ବାହାରୁଛି ସୁନାଗୁଣ୍ଡ !
ହରିଶଙ୍କର ନିକଟସ୍ଥ ଗାଁ ବୋରୱେଲରୁ ମିଳିଲା ସୁନା ଗୁଣ୍ଡ! ସୂଚନା ପାଇ ପହଞ୍ଚିଲା ପ୍ରଶାସନ ଓ ପୁଲିସ , ପରୀକ୍ଷା ପାଇଁ ଗଲା ପରୀକ୍ଷାଗାର
ଖାଲି ହାତରେ ଫେରିଲା ବର, ପ୍ରେମିକ ସହ ନବ ବଧୂ ଫେରାର
ଶିଶୁପାଳ ହୋଇ ଫେରିଲା ବର, ଚିନ୍ତା ରେ ପରିବାର ବର୍ଗ
District level mega @mission_shakti SHG Bank linkage is...
Hon'ble CM @Naveen_Odisha sir's message infused enthusiasm among the members to transform from shg to SME.