Balangir

ଜାଲ୍ ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ହିନ୍ଦୀ ଶିକ୍ଷୟିତ୍ରୀ...

ବଲାଙ୍ଗୀରରେ ଧରାପଡିଲେ ନକଲି ହିନ୍ଦୀ ଶିକ୍ଷୟିତ୍ରୀ

ରନ୍ଧା ମଦ ସହ ତିନି ଅଭିଯୁକ୍ତ ଗିରଫ

ଟିଟିଲାଗଡ ଉପଖଣ୍ଡ ଅବକାରୀ ବିଭାଗ ତରଫରୁ ସଇଁତଲା ଥାନା ଅଞ୍ଚଳ ରୁ ରନ୍ଧାମଦ ସହ ତିନି ଜଣ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।

ଦୁଇଦିନିଆ ବଲାଙ୍ଗୀର ଗସ୍ତରେ 5T ସଚିବ

ଆଜିଠୁ 5T ସଚିବ ଭି.କେ ପାଣ୍ଡିଆନଙ୍କ ଦୁଇଦିନିଆ ବଲାଙ୍ଗୀର ଗସ୍ତ

ଜନ୍ମିତ ଶିଶୁ ବିକ୍ରୀ ମାମଲା ବାପା ସହ ଅନ୍ୟ ଜଣେ ଦଲାଲ କୋର୍ଟ ଚାଲାଣ,...

ଜନ୍ମିତ ଶିଶୁ ବିକ୍ରୀ ମାମଲା ବାପା ସହ ଅନ୍ୟ ଜଣେ ଦଲାଲ କୋର୍ଟ ଚାଲାଣ, ମିଳୁନି ବିକ୍ରୀ ଶିଶୁ

ଟ୍ରେନ ରେ ଗଞ୍ଜେଇ ଚାଲାଣ ,ତିନି ଅଭିଯୁକ୍ତ ଗିରଫ

ଟ୍ରେନ ରେ ଗଞ୍ଜେଇ ଚାଲାଣ ,ତିନି ଅଭିଯୁକ୍ତ ଗିରଫ

ସନାତନ ଧର୍ମ ପ୍ରତି ଅପମାନ ନେଇ ବ୍ରାହ୍ମଣ ସମାଜ ର ସ୍ୱାଭିମାନ ଶୋଭାଯାତ୍ରା...

ସନାତନ ଧର୍ମ ପ୍ରତି ଅପମାନ ନେଇ ବ୍ରାହ୍ମଣ ସମାଜ ର ସ୍ୱାଭିମାନ ଶୋଭାଯାତ୍ରା ଅନୁଷ୍ଠିତ ।

ଯୁବକଙ୍କୁ ପିଟିପିଟି ହତ୍ୟା

ବଲାଙ୍ଗୀର ସଦରଥାନା ଅଧିନ ପଣ୍ଡରାପିଟା ଗାଁରେ ଅଭାବନୀୟ ଘଟଣା

ମଦୁଆ ର ଉତ୍ପାତ

ମଦ ନିଶାରେ ଚୁର ଯୁବକ ଯୋଗୁଁ ଯାତାୟତ ବାଧାପ୍ରାପ୍ତ, ଦୃଷ୍ଟି ଦେବେ କି ଥାନା ଅଧିକାରୀ ?

ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

୩୧ ହଜାର ଟଙ୍କା ଲାଞ୍ଚ ନେବାବେଳେ ମହିଳା ଅଧିକାରୀଙ୍କୁ ମାଡିବସିଲା ଭିଜିଲାନ୍ସ

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଉତ୍ସବ

ଧରଣୀପୀଠ ର ଶୁଭ ପ୍ରତିଷ୍ଠା ଯାତ୍ରା ରେ ଯୋଗ ଦେଲେ ରାଜ୍ୟସଭା ସାଂସଦ ।

ଡ଼ାକ୍ତରଖାନା ରେ ଅବ୍ୟବସ୍ଥା

ନାହିଁ ନାହିଁ ରେ ଚାଲିଛି ଟିଟିଲାଗଡ ଜିଲ୍ଲା ଉପଖଣ୍ଡ ମୁଖ୍ୟ ଚିକିତ୍ସାଳୟ, ବିଭିନ୍ନ ସମସ୍ୟା ଲାଗି ରହିଥିବା ବେଳେ କୌଣସି ପ୍ରତିକାର ବ୍ୟବସ୍ଥା କରାଯାଇ ପାରୁ...

ଜନ୍ମିତ ଝିଅ କୁ ୯୦ ହଜାର ଟଙ୍କା ରେ ବିକ୍ରି କରି ପ୍ରେମିକ ସହ ଫେରାର

ଆନ୍ତଃ ରାଜ୍ୟ ସେକ୍ସ ରେକେଟ, ଜନ୍ମିତ ଝିଅ କୁ ୯୦ ହଜାର ଟଙ୍କା ରେ ବିକ୍ରି କରି ପ୍ରେମିକ ସହ ମହିଳା ଫେରାର, ଉପଖଣ୍ଡ ଆରକ୍ଷୀ ଅଧିକାରୀ ଙ୍କ ତଦନ୍ତ ନିର୍ଦ୍ଦେଶ...

ଲୋୟର ସୁକତେଲରୁ ପ୍ରଥମ ବନ୍ୟାଜଳ ନିଷ୍କାସନ

ବଲାଙ୍ଗୀରରେ ନିର୍ମାଣାଧୀନ ଲୋୟର ସୁକତେଲର ଅସ୍ଥାୟୀ ମାଟି ବନ୍ଧରେ ଗଚ୍ଛିତ ଥିବା ବନ୍ୟାଜଳ ନିଷ୍କାସନ ଆରମ୍ଭ ହୋଇଛି

ପରିବାର ଉଜାଡ଼ିଦେଲା ଫାଇନାନ୍ସ କମ୍ପାନୀ

ପରିବାର ଉଜାଡ଼ିଦେଲା ଫାଇନାନ୍ସ କମ୍ପାନୀ; ଟ୍ରେନ୍‌ ଆଗକୁ ଡେଇଁ ପଡ଼ିଲେ ଯୁବକ

ନକଲି ଡାକ୍ତର ଗିରଫ

ନକଲି ଡାକ୍ତର ଗିରଫ: ୭ ବର୍ଷ ହେଲା ଚଳାଇଥିଲା କାରବାର

ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ

ପାନୀୟ ଜଳ ଯୋଗାଣ ସମସ୍ୟା ନେଇ ଜାତୀୟ ରାଜପଥ ଅବରୋଧ।

ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ

ଶିଶୁ ଶ୍ରମିକ ମୁକ୍ତ ଓଡିଶା ସଂକଳ୍ପ ନେଇ ଆରମ୍ଭ ହୋଇଛି ଶିଶୁ ଶ୍ରମିକ ନିରାକରଣ ସଚେତନତା କାର୍ଯ୍ୟକ୍ରମ ।

ଆମ୍ବୁଲାନ୍ସ ଧକ୍କାରେ ସ୍ୱାମୀ ମୃତ୍, ସ୍ତ୍ରୀ ଓ ଝିଅ ଗୁରୁତର

ବଲାଙ୍ଗୀର-ପାଟଣାଗଡ଼ ରାସ୍ତାର ମାୟାବର୍ହା ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।

ପୋଲିସର ସୁରକ୍ଷା ମାଗିଲେ ବଲାଙ୍ଗିର ରାଜପରିବାର ସାନବୋହୂ

ବଲାଙ୍ଗିର ଏସ୍‌ପିଙ୍କୁ ଅଦ୍ରିଜା ମଞ୍ଜରୀ ସିଂହଦେଓଙ୍କ ଇ-ମେଲ୍‌

ଯୁବତୀଙ୍କୁ ଜୀଅନ୍ତା ଜାଳିବାକୁ ଉଦ୍ୟମ

ପାଟଣାଗଡ଼ ଉପଖଣ୍ଡ କାଠୋର ଥାନା ରାଧାରାଣୀପଡ଼ାରେ ଅଭାବନୀୟ ଘଟଣା ଘଟିଛି।