National
ବ୍ରିଜ୍ ତଳେ ଫସିଗଲା ଉଡ଼ାଜାହାଜ
କାର୍ଯ୍ୟାନ୍ତର ହୋଇସାରିଥିବା ତଥା ସ୍କ୍ରାପ୍ରେ ପରିଣତ ହୋଇଥିବା ଏକ ଉଡ଼ାଜାହାଜକୁ ଟ୍ରେଲରରେ ମୁମ୍ବାଇରୁ ଆସାମ ନିଆଯାଉଥିବା ବେଳେ ଆଜି ସକାଳେ ବିହାରର ମୋତିହାରିରେ...
ରାମମନ୍ଦିର ପ୍ରାଣପ୍ରତିଷ୍ଠା ଉତ୍ସବ
ବହୁ ପ୍ରତୀକ୍ଷିତ ଅଯୋଧ୍ୟା ରାମମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ଆଉ ମାତ୍ର ଅଳ୍ପ କିଛି ଦିନର ଅପେକ୍ଷା।
ସ୍ତ୍ରୀଙ୍କ ଶ୍ୟାମଳ ତ୍ୱଚାକୁ ନେଇ ମନ୍ତବ୍ୟ ଦେଲେ ସ୍ବାମୀଙ୍କୁ ଅପରାଧୀ...
ଛତିଶଗଡ ହାଇକୋର୍ଟ କହିଛନ୍ତି ଯେ ଶ୍ୟାମଳ ତ୍ୱଚାର ମହିଳାମାନଙ୍କୁ ଅନେକ ସମୟରେ ବିଭିନ୍ନ ସମୟରେ କଟାକ୍ଷ କରାଯାଇଥାଏ।
ସରି ଆସୁଛି ଅପେକ୍ଷା , ବଢିଚାଲିଛି ଉତ୍କଣ୍ଠା
ଏକ ଅତ୍ୟାଧୁନିକ ସହର ଭାବେ ଆତ୍ମପ୍ରକାଶ କରିବାକୁ ଯାଉଛି ଭଗବାନ ରାମ ଙ୍କ ନଗରୀ ଅଯୋଧ୍ୟା । ଏଥିଲାଗି ପୁରା ତତ୍ପର ରହିଛି ପ୍ରଶାସନ ଓ ରାମ ଜନ୍ମଭୂମି ତୀର୍ଥକ୍ଷେତ୍ର...
ଦେଶରେ ଗଡ଼ିବ ‘ଅମୃତ ଭାରତ’
ପୁଶ୍-ପୁଲ୍ ଟେକନୋଲୋଜିରେ ନିର୍ମିତ ପ୍ରଥମ ସ୍ବଦେଶୀ ଟ୍ରେନ୍
ଶୁଭମୁହୂର୍ତ୍ତ ମାତ୍ର ୮୪ ସେକେଣ୍ଡ
ରାମଲଲାଙ୍କ ପ୍ରାଣପ୍ରତିଷ୍ଠା ପାଇଁ ମାତ୍ର ୮୪ ସେକେଣ୍ଡର ଶୁଭମୁହୂର୍ତ୍ତ: ୧ଘଣ୍ଟା ପୂର୍ବରୁ ଚାଲିବ ହୋମ, ଯଜ୍ଞ, ବେଦ ପାଠ
ଫୁଟ୍ପାଥରେ ପଦ୍ମଶ୍ରୀ
ପଦ୍ମଶ୍ରୀ ପୁରସ୍କାରକୁ କର୍ତ୍ତବ୍ୟ ପଥର ଫୁଟ୍ପାଥରେ ରଖି ଚାଲିଗଲେ ଅଲିମ୍ପିକ ବିଜେତା ବଜରଙ୍ଗ ପୁନିଆ
ପୁଣି ଡରାଇଲାଣି କରୋନା
କୋଭିଡ ଲକ୍ଷଣ ଦେଖାଗଲେ ପରୀକ୍ଷା କରାଇଦିଅନ୍ତୁ: ଜନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ
ଅଯୋଧ୍ୟାରେ ହେବ ଇ- ଯାନ ବ୍ୟବସ୍ଥା
ଅଯୋଧ୍ୟାରେ ନିର୍ମିତ ମହାନ ରାମ ମନ୍ଦିରରେ ନୂଆ ବର୍ଷରେ ଭଗବାନ ରାମଲାଲାଙ୍କ ପ୍ରତିଷ୍ଠା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଯାଉଛି।
ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାପାଇଁ ଖଡଗେ...
ଶ୍ରୀରାମ ଜନ୍ମଭୂମି ତୀର୍ଥକ୍ଷେତ୍ର ପକ୍ଷରୁ ଖଡଗେ, ସୋନିଆ ଗାନ୍ଧୀଙ୍କ ବ୍ୟତୀତ ଲୋକସଭାର କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି...
ଆଉ ଶୁଭିବ ନାହିଁ ‘ତାରିଖ ପରେ ତାରିଖ’ କି ଆଉ ମିଳିବ ନାହିଁ ‘ତାରିଖ...
ଶେଷ ହେଲା ଏହି ତାରିଖ ପରେ ତାରିଖ ର ଯୁଗ : ଲୋକସଭାରେ ୩ ଆପରାଧିକ ଆଇନ ସଂଶୋଧନ ବିଲ୍ ପାରିତ
ପ୍ରତିଷ୍ଠା ଉତ୍ସବ ରେ ଆସିବେ ଆଡଭାନୀ ଓ ଯୋଶୀ, ମିଳିଲା ନିମନ୍ତ୍ରଣ
ଭକ୍ତ ଙ୍କ ଭାବାବେଗ ଶୁଣିଲେ ମର୍ଯ୍ୟାଦା ପୁରୁଷ ପ୍ରଭୁ ଶ୍ରୀରାମ ଚନ୍ଦ୍ର, ଶେଷରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଆଡଭାନୀ-ଯୋଶୀଙ୍କୁ ମିଳିଲା...
ବିଳମ୍ବିତ ରାତିରେ ବଡ ଧରଣର ଭୂକମ୍ପରେ ଥରିଲା ଚୀନ : ୧୧୧ ମୃତ
ମିଡିଆ ରିପୋର୍ଟ ଅନୁସାରେ, ଗାଂସୁ ଏବଂ କିଂଘଇ ପ୍ରାନ୍ତରେ ୬.୨ ତୀବ୍ରତାର ଭୂକମ୍ପ ଝଟକାରେ ୧୧୧ ଜଣଙ୍କର ମୃତ୍ୟୁ ଘଟିଲାଣି ।
ବୁଡାଜାହାଜରୁ ୩୫୦୦ କିମି ରେଞ୍ଜ ଲକ୍ଷ୍ୟଭେଦ କରି ପାରୁଥିବା ମିସାଇଲ...
ଭାରତ ପକ୍ଷରୁ ପ୍ରାୟ ୩୫୦୦ କିମି ରେଞ୍ଜ ମଧ୍ୟରେ କୌଣସି ଲକ୍ଷ୍ୟକୁ ଭେଦ କରି ପାରୁଥିବା କେ ସିରିଜି କ୍ଷେପଣାସ୍ତ୍ରର ଦ୍ୱିତୀୟ ଲାଗି କରାଯାଇଛି ପରୀକ୍ଷଣ।
ରାମଲଲାଙ୍କ ସୁନା-ରୂପାରେ କଠଉ ଓ ଆମେରିକାନ ଡାଇମଣ୍ଡ ହାର ଓ ମୂର୍ତ୍ତୀ...
ସାମ୍ନାକୁ ଆସିଲା ସୁନା-ରୂପାରେ ପ୍ରସ୍ତୁତ ରାମଲଲାଙ୍କ କଠଉ ଓ ଆମେରିକାନ ଡାଇମଣ୍ଡ ହାର ଓ ମୂର୍ତ୍ତୀ ର ପ୍ରଥମ ଫଟୋ
ଆସିବେନି ଆଡ଼ଭାନୀ, ଆସିବେନି ଯୋଶୀ
ପ୍ରାଣ ପ୍ରତିଷ୍ଠା ଉତ୍ସବରେ ନ ଆସିବାକୁ ଆଡ଼ଭାନୀ, ମନୋହର ଯୋଶୀଙ୍କୁ ଅନୁରୋଧ କଲା ରାମ ମନ୍ଦିର ଟ୍ରଷ୍ଟ
ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ ବେଳେ ଧରାପଡ଼ିଲା ପଶ୍ଚିମବଙ୍ଗ...
ଅଭିନବ ଶୈଳୀରେ ଗଞ୍ଜେଇ ଚୋରାଚାଲାଣ କରୁଥିବା ବେଳେ ଧରାପଡିଲେ ଯୁବକ ଦେହରେ ସେଲୋ ଟେପ୍ ମାରି ଗଞ୍ଜେଇ ଚୋରା ଚାଲାଣ କରୁଥିବା ବେଳେ ଜଣେ ଯୁବକଙ୍କୁ ଧରିଛି କୋରାପୁଟ...
ବହିଷ୍କୃତ ହେଲେ ୩୧ ସାଂସଦ
ସଂସଦର ସୁରକ୍ଷା ତ୍ରୁଟିକୁ ନେଇ ଉଠୁଛି ପଡୁଛି ଗୃହ। ଶୀତ ଅଧିବେଶରେ ସାଂସଦଙ୍କ ହଙ୍ଗାମା ଗୃହ କାର୍ଯ୍ୟକୁ ଅଚଳ କରିଦେଇଛି।
କରନ୍ତୁ ଏହି କାମ ନଚେତ୍ ଜାନୁୟାରୀ ୧ରୁ କରିପାରିବେନି ଅନଲାଇନ୍...
ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ) ନିଷ୍କ୍ରିୟ ୟୁପିଆଇ ଆଇଡି ଗୁଡ଼ିକୁ ବ୍ଲକ୍ କରିବାକୁ ନିର୍ଦ୍ଦେଶ ଦେଇଛି