ସରୋଜ ସାମଲ ହେଲେ ସୂଚନା ଓ ଲୋକସମ୍ପର୍କ ବିଭାଗ ନିର୍ଦ୍ଦେଶକ
ସରୋଜ ସାମଲଙ୍କୁ ଓଡିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି

ଭୁବନେଶ୍ୱର: ଓଡିଶା ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ ହୋଇଛନ୍ତି । ଏଥିରେ ସରୋଜ କୁମାର ସାମଲ ହୋଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଧେଶକ । ଏହା ସହିତ ରାଜ୍ୟରେ ଆଇଏଏସ୍ କ୍ୟାଡରରେ ଯୋଗ ଦେଇଥିବା ଯୁଗ୍ମ ସଚିବଙ୍କ ପଦପାଇଁ ମଧ୍ୟ ଦାୟିତ୍ୱ ଦିଆଯାଇଛି ।