ରାଜ୍ୟସ୍ତରୀୟ ହର୍ବାଲ ମେଳା ଉଦଜାପିତ

ରାଜ୍ୟସ୍ତରୀୟ ମେଳା ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ରାଜ୍ୟସ୍ତରୀୟ ହର୍ବାଲ ମେଳା ଉଦଜାପିତ

ରାଜ୍ୟ ଔଷଧୀୟ ପରିଷଦ ଗତ ୨୦୦୮ ମସିହାରୁ ରାଜ୍ୟ ଓ ଜିଲ୍ଲାସ୍ତରରେ କଳିଙ୍ଗ ହର୍ବାଲ ମେଳା ଆୟୋଜନ କରିଆସୁଛି।

ଚଳିତ ବର୍ଷ ରାଜ୍ୟସ୍ତରୀୟ ମେଳା ଫେବୃଆରୀ ୧୦ ତାରିଖରୁ ଆରମ୍ଭ ହୋଇ ୧୬ ତାରିଖ ପର୍ଯ୍ୟନ୍ତ ଚାଲିଥିଲା।

ମେଳାରେ ମାଗଣା ସ୍ବାସ୍ଥ୍ୟସେବା ସହ ମଧୁମେହ, ବ୍ଲଡ୍ ପ୍ରେସର ଓ ଚର୍ମରୋଗ ଇତ୍ୟାଦି ନେଇ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା।