ଟ୍ରେନ୍ ଟ୍ରାଜେଡି: ରେଳ ଅଧିକାରୀଙ୍କ ଫୋନ୍ ସିଜ୍
ବାହାନଗା ଟ୍ରେନ୍ ଟ୍ରାଜେଡିରେ ତଦନ୍ତ ଜୋରଦାର କଲା ସିବିଆଇ ।

ବାହାନଗା ଟ୍ରେନ୍ ଟ୍ରାଜେଡିରେ ତଦନ୍ତ ଜୋରଦାର କଲା ସିବିଆଇ । ଟେକ୍ନିକାଲ ଟିମର ଯାଞ୍ଚ ଭିତରେ କିଛି ଅଧିକାରୀଙ୍କ ମୋବାଇଲ୍ ସିଜ୍ ହୋଇଛି । କଲ୍ ରେକର୍ଡ, ହ୍ୱଟାସପ କଲ୍, ସୋସିଆଲ ମିଡିଆ ତଥ୍ୟ ସଂଗ୍ରହ । ଅଧିକାରୀଙ୍କ କଲ୍ ରେକର୍ଡ ଡାଟାକୁ ଅନୁଶୀଳନ କରିବ ସିବିଆଇ । ଚିକିତ୍ସାଧୀନ ଲୋକୋ ପାଇଲଟଙ୍କୁ ମଧ୍ୟ ଜେରା କରିପାରେ ସିବିଆଇ ।