Tag: #odisha news makers
କୁଲି ବେଶରେ ରାହୁଲ
କଂଗ୍ରେସର ସାଂସଦ ରାହୁଲ ଗାନ୍ଧୀ ଗୁରୁବାର ହଠାତ୍ ଦିଲ୍ଲୀର ଆନନ୍ଦ ବିହାର ରେଳ ଷ୍ଟେସନ ଯାଇ ସେଠାରେ କୁଲିମାନଙ୍କୁ ଭେଟିଛନ୍ତି
ସୁଦାମ ମାର୍ଣ୍ଡିଙ୍କୁ ରାଜସ୍ୱ ବିଭାଗ ଦାୟିତ୍ୱ
ପ୍ରମିଳା ଇସ୍ତଫା ଦେବା ପରେ ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଦିଆଯାଇଛି ରାଜସ୍ୱ ବିଭାଗ
ସୌମ୍ୟ ରଞ୍ଜନ ପଟ୍ଟନାୟକ ଓ ସୁଧାଂଶୁ ପରିଡ଼ା ବିଜେଡିରୁ ବହିଷ୍କୃତ
ଜଣେ ନୁହେଁ ଦୁଇ ଜଣ ବିଧାୟକଙ୍କୁ ବିଜେଡିରୁ ବହିଷ୍କୃତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ
ବିଶ୍ୱକପ ପାଇଁ ଉନ୍ମୋଚିତ ହେଲା ଟିମ୍ ଇଣ୍ଡିଆ ଜର୍ସି
ଆଗାମୀ ଦିନିକିଆ ବିଶ୍ୱକପ ପାଇଁ ଟିମ୍ ଇଣ୍ଡିଆର ନୂଆ ଜର୍ସି ଉନ୍ମୋଚିତ ହୋଇଛି
ବାଚସ୍ପତି ପଦ ପାଇଁ ନାମାଙ୍କନ ଭରିଲେ ପ୍ରମିଳା
ବାଚସ୍ପତି ନିର୍ବାଚନ ଲାଗି ନାମାଙ୍କନ ପତ୍ର ଦାଖଲ କଲେ ପ୍ରମିଳା ମଲ୍ଲିକ
ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି
ସେପ୍ଟେମ୍ବର ୨୪ରେ ବିବାହ ବନ୍ଧନରେ ବାନ୍ଧି ହେବେ ପରିଣୀତି ଓ ରାଘବ । ସେମାନଙ୍କ ବିବାହ କାର୍ଯ୍ୟ ଆରମ୍ଭ ହୋଇସାରିଛି। ସାମ୍ନାକୁ ଆସିଛି ମେହେନ୍ଦି ଫଟୋ ।
ମାଁ ସମଲେଶ୍ବରୀଙ୍କୁ ଲାଗି ହେଲା ନବାନ୍ନ
ସବୁ ପ୍ରତୀକ୍ଷାର ଅନ୍ତ ଘଟିଛି। ଆରାଧ୍ଯ ଦେବୀ ମାଁ ସମଲେଶ୍ବରୀଙ୍କ ଠାରେ ଲାଗି ହୋଇଛି ଚଳିତ ବର୍ଷର ନବାନ୍ନ
ମହିଳା ସଂରକ୍ଷଣ ବିଲକୁ ରାଜୀବ ଗାନ୍ଧୀଙ୍କ ଅବଦାନ କହିଲେ ସୋନିଆ
ଲୋକସଭା ତଥା ବିଧାନସଭାରେ ମହିଳାମାନଙ୍କ ସଂରକ୍ଷଣ ପାଇଁ ଆଗତ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିଲକୁ କଂଗ୍ରେସର ସଂସଦୀୟ ଦଳର ସଭାପତି ସୋନିଆ ଗାନ୍ଧୀ ସମର୍ଥନ...
ପୋଲସରା ବିଧାୟକଙ୍କୁ ହତ୍ୟା ଷଡ଼ଯନ୍ତ୍ର ଅଭିଯୋଗ
ସୋଶାଲ ମିଡ଼ିଆରେ ପୂର୍ବତନ ଶ୍ରମ ରାଷ୍ଟ୍ରମନ୍ତ୍ରୀ ତଥା ପୋଲସରା ବିଧାୟକ ଶ୍ରୀକାନ୍ତ ସାହୁ ଓ ତାଙ୍କ ଝିଅକୁ ହତ୍ୟା ଷଡ଼ଯନ୍ତ୍ର ଚାଟିଂକୁ ନେଇ ଥାନାରେ ଏତଲା ହୋଇଛି।
ଗଣେଶ ପୂଜା ଭୋଗ ଖାଇ ୩୫ରୁ ଅଧିକ ଅସୁସ୍ଥ
ଗଣେଶ ପୂଜା ଭୋଗ ଖାଇ ୩୫ ରୁ ଅଧିକ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି
ଲଘୁଚାପ ପ୍ରଭାବ : ରାଜ୍ୟରେ ୨ଟି ସ୍ଥାନରେ ଅତି ପ୍ରବଳ ଓ ୧୯ଟି ସ୍ଥାନରେ...
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଗତକାଲିଠାରୁ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି
ପୋଲିସ ଗୁଳିରେ ଦୁଇ ମହିଳା ମାଓବାଦୀ ନିହତ
ମାଲକାନଗିରି ଛତିଶଗଡ଼ ସୀମାନ୍ତ ଦାନ୍ତେୱାଡା ଜିଲ୍ଲାରେ ଏନକାଣ୍ଟର
ଶ୍ରୀମନ୍ଦିର ବିବାଦର ସମାଧାନ, ଶ୍ରୀଜିଉଙ୍କ ବଡ଼ ମହାସ୍ନାନ ଓ ଅବକାଶ...
ଶ୍ରୀମନ୍ଦିରରେ ଜଣେ ସେବା ନିବୃତ୍ତ ସିଂହାରୀ ସେବାୟତ ପୁଣି କାର୍ଯ୍ୟରେ ନିୟୋଜିତ ହେବାକୁ କେନ୍ଦ୍ର କରି ହୋଇଥିବା ବିବାଦର ସମାଧାନ ହୋଇଛି
ଅନନ୍ତନାଗ ଏନକାଉଣ୍ଟର: ଆଉ ଜଣେ ଯବାନ ସହିଦ୍
ଜମ୍ମୁ-କାଶ୍ମୀରର ଅନନ୍ତନାଗରେ ସୁରକ୍ଷା ବାହିନୀ ଏବଂ ଆତଙ୍କବାଦୀଙ୍କ ମଧ୍ୟରେ ଗତ ତିନି ଦିନ ଧରି ଚାଲିଥିବା ସଂଘର୍ଷରେ ନିଖୋଜ ଜଣେ ଯବାନଙ୍କ ମୃତଦେହ ମିଳିଛି
ଏଡିଜେ କୋର୍ଟରେ ହାଜର ହେଲା ଗୋପାଳ : ନବ ଦାସ ହତ୍ୟା ମାମଲା
ବହୁଚର୍ଚ୍ଚିତ ନବ ଦାସ ହତ୍ୟା ମାମଲାରେ ଅଭିଯୁକ୍ତ ଗୋପାଳ ଦାସକୁ ଆଜି ଚୌଦ୍ୱାର ଜେଲରୁ ଅଣାଯାଇ ଝାରସୁଗୁଡା ଏଡିଜେ କୋର୍ଟରେ ହାଜର କରାଯାଇଛି








