Tag: #odisha news makers

State

ରୋଷେଇ ଘରୁ ଗାଏବ ରସୁଣ

ଓଡ଼ିଆ ଘରେ ରସୁଣର ବ୍ୟବହାର ପ୍ରାୟ ସବୁଦିନ ହୁଏ । ପଖାଳ ସହ ରସୁଣ, ଲୁଣ, ଲଙ୍କା ସହ ପିଆଜ ଟିକେ ଖାଇ ଦେଇ କାମରେ ବାହାରି ଯାଆନ୍ତି ଓଡ଼ିଆ ଲୋକେ

Gajapati

ଜିରାଙ୍ଗ ବୌଦ୍ଧ ମନ୍ଦିରରେ ଧ୍ୟାନ କଲେ ୫-ଟି ଅଧ୍ୟକ୍ଷ

ଗଜପତି ଜିଲ୍ଲାର ମୋହନା ବ୍ଲକ୍ ଅନ୍ତର୍ଗତ ଜିରାଙ୍ଗ ଠାରେ ଥିବା ପ୍ରସିଦ୍ଧ ବୌଦ୍ଧ ମନ୍ଦିରରେ ତିବ୍ଦତୀୟମାନଙ୍କ ତରଫରୁ ସପ୍ତାହେବ୍ୟାପୀ ଏକ ସ୍ୱତନ୍ତ୍ର ପୂଜା...

Politics

ରାଜ୍ୟ ଉପସଭାପତି ଡ.ଲେଖାଶ୍ରୀଙ୍କ ନେତୃତ୍ୱରେ ରାଜ୍ୟପାଳଙ୍କୁ ଭେଟିଲେ...

ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଂଚଦଶ ଅର୍ଥ କମିଶନ ପରେ ପଂଚାୟତର ଉନ୍ନତୀକରଣ ପାଇଁ କୋଟି କୋଟି ଟଙ୍କା ଦେଉଛନ୍ତି କିନ୍ତୁ ରାଜ୍ୟ ସରକାର ତାହା ଖର୍ଚ୍ଚ...

Malkangiri

କନିଷ୍ଠ ଯନ୍ତ୍ରୀ ଗିରଫ

ମାଲକାନଗିରି କାଡା ଡିଭିଜନର କନିଷ୍ଠ ଯନ୍ତ୍ରୀ ସଂଜୟ ମହାନ୍ତି ଭିଜିଲାନ୍ସ ଦ୍ବାରା ଗିରଫ ହୋଇଛନ୍ତି

State

ନିର୍ବାଚନ ପୂର୍ବରୁ ଆଜି ଅନ୍ତରୀଣ ବଜେଟ୍, କ୍ରମାଗତ ଷଷ୍ଠ ଥର ବଜେଟ୍...

ସାଧାରଣ ନିର୍ବାଚନ ପୂର୍ବରୁ ଗୁରୁବାର ସଂସଦରେ ଉପସ୍ଥାପିତ ହେବ ଅନ୍ତରୀଣ ବଜେଟ୍

Sambalpur

ସମଲେଇ ପ୍ରକଳ୍ପ ମହାଯଜ୍ଞରେ ଆଜି ପଡ଼ିବ ପୂର୍ଣ୍ଣାହୁତି

ଐତିହାସିକ ପ୍ରକଳ୍ପ ଲୋକାର୍ପଣ ପାଇଁ ଯଜ୍ଞ ଆୟୋଜନ କରାଯାଇଥିଲା। ୨୬ ତାରିଖରେ କଳସ ଯାତ୍ରା ପରେ ଅଧିବାସ ସହ ମୁଖ୍ୟ ଯଜ୍ଞ ମଣ୍ଡପରେ ପୂଜାର୍ଚ୍ଚନା ଆରମ୍ଭ ହୋଇଥିଲା।

State

ନକଲି ଶିକ୍ଷକ ସାବଧାନ, ଏବେ ଜୋରଦାର ହେବ ଧରପଗଡ଼

ତୁରନ୍ତ ନକଲି ଶିକ୍ଷକଙ୍କ ତଥ୍ୟ ଦେବାକୁ ୧୧ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି

Puri

ଆଜି ଶ୍ରୀମନ୍ଦିରରେ ବନକଲାଗି ନୀତି, ସଂଧ୍ୟା ୬ରୁ ରାତି ୯ ଶ୍ରୀଜିଉଙ୍କ...

ଆଜି ମାଘ କୃଷ୍ଣପକ୍ଷ ପଞ୍ଚମୀ ତିଥିରେ ଶ୍ରୀମନ୍ଦିରରେ ଶ୍ରୀଜୀଉମାନଙ୍କର ହେବ ବନକଲାଗି ନୀତି।

State

ନବଦାସଙ୍କ ମୃତ୍ୟୁକୁ ପୂରିଲା ବର୍ଷେ

ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସଙ୍କ ମୃତ୍ୟୁକୁ ପୂରିଲା ବର୍ଷେ

Bhubaneswar

ଭୁବନେଶ୍ୱରରେ ଖଡ଼ଗେ; ‘ଓଡ଼ିଶା ବଞ୍ଚାଅ’ ସମାବେଶରେ ଦେବେ ଉଦ୍‌ବୋଧନ

ଓଡ଼ିଶାରେ ପହଞ୍ଚିଲେ କଂଗ୍ରେସ ଅଧକ୍ଷ ମଲ୍ଲିକାର୍ଜୁନ ଖଡଗେ।

Subarnapur

ମର୍ମନ୍ତୁଦ ଦୁର୍ଘଟଣା, ୨ ମୃତ

ସୋନପୁର ଜିଲ୍ଲା ବୀରମହାରାଜପୁର ଥାନା ଉଫୁଲା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା

Entertainment

ରଣବୀର-ଆଲିଆ ଶ୍ରେଷ୍ଠ ଅଭିନେତା ଓ ଅଭିନେତ୍ରୀ, ’12th Fail’ ଶ୍ରେଷ୍ଠ...

୬୯ ତମ ଫିଲ୍ମଫେୟାର ପୁରସ୍କାର ପ୍ରଦାନ କରାଯାଇଛି। ‘ଆନିମଲ’ ପାଇଁ ରଣବୀର କପୁର ଶ୍ରେଷ୍ଠ ଅଭିନେତା ପୁରସ୍କାର ପାଇଥିବାବେଳେ ତାଙ୍କ ପତ୍ନୀ ଆଲିଆ ଭଟ୍ଟଙ୍କୁ...

Bhubaneswar

ଆଜି ଓଡ଼ିଶା ଆସୁଛନ୍ତି ମଲ୍ଲିକାର୍ଜୁନ ଖଡଗେ

ଆଗାମୀ ନିର୍ବାଚନ ପାଇଁ ରାଜ୍ୟରେ ପ୍ରାୟ ସବୁ ଦଳ ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି

Politics

‘ମନ୍ କି ବାତ୍‌’ କାର୍ଯ୍ୟକ୍ରମ ୧୪୦କୋଟି ଲୋକଙ୍କୁ ପ୍ରେରଣା ଯୋଗାଉଛି...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଜୀ ମାସର ଶେଷ ରବିବାର ଦିନ ‘ମନ କି ବାତ୍‌’ କାର୍ଯ୍ୟକ୍ରମ ମାଧ୍ୟମରେ ଦେଶବାସୀଙ୍କୁ ମନର କଥା କହିଥାନ୍ତି ।

Politics

ନିର୍ବାଚନ ଲଢିବେନି ନରସିଂହ, କଲେ ଘୋଷଣା

ଆଗାମୀ ନିର୍ବାଚନ ଲଢିବେ ନାହିଁ ବଲାଙ୍ଗୀର କଂଗ୍ରେସ ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନରସିଂହ ମିଶ୍ର

Sports

ଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲ, ଇଷ୍ଟବେଙ୍ଗଲକୁ ଭେଟିବ ଓଡ଼ିଶା...

ଆଜି କଳିଙ୍ଗ ସୁପର କପ୍ ଫୁଟବଲ ଫାଇନାଲରେ ଓଡିଶା ଫୁଟବଲ କ୍ଲବ ଓ କୋଲକାତାର ଇଷ୍ଟବେଙ୍ଗଲ ଏଫସି ମଧ୍ୟରେ ମୁକାବିଲା ହେବ

Sambalpur

ସମଲେଇ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ପୂର୍ବରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପରେ ଏବେ ପଶ୍ଚିମରେ ମା ସମଲେଶ୍ବରୀଙ୍କ ପୀଠର ହୋଇଛି ରୂପାନ୍ତରଣ।

State

ଲୋୟର ପିଏମଜିରେ ଖଡ଼ଗେଙ୍କ ସମାବେଶ

ଆସନ୍ତା ୨୯ ତାରିଖ ଦିନ କଂଗ୍ରେସ ସଭାପତି ମଲ୍ଲିକାର୍ଜ୍ଜୁନ ଖଡ଼ଗେ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି