Tag: #odisha news makers
ରତ୍ନ ଭଣ୍ଡାର ତଦାରଖ କମିଟି: ଜଷ୍ଟିସ ଅରିଜିତ୍ ପଶାୟତ ଅଧ୍ୟକ୍ଷ
ଓଡିଶା ହାଇକୋର୍ଟଙ୍କ ଶ୍ରୀ ଜଗନ୍ନାଥ ମନ୍ଦିର ରତ୍ନଭଣ୍ଡାର ସମ୍ପର୍କିତ ନିର୍ଦ୍ଦେଶ ଅନୁଯାୟୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସୁପ୍ରିମ କୋର୍ଟର ପୂର୍ବତନ...
ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ
ଶ୍ରୀମନ୍ଦିର ବାହାର ରତ୍ନ ଭଣ୍ଡାର କାନ୍ଥରେ ଫାଟ। ଜଳଜଳ ହୋଇ ଫାଟ ଦେଖାଯାଉଛି
ଆଜି ପ୍ରାର୍ଥୀଙ୍କ ନାମ ଘୋଷଣା କରିପାରେ ବିଜେପି
ବିଜେପିରେ କେନ୍ଦ୍ରୀୟ ନିର୍ବାଚନ କମିଟିର ପ୍ରଥମ ବୈଠକ ଆଜି ଦିଲ୍ଲୀରେ ବସିବ
ଭିଜିଲାନ୍ସ ଜାଲରେ ଫସିଲେ ଇଏସ ଆଇ ଡିସପେନସାରୀର ବରିଷ୍ଠ କିରାଣୀ
ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଫସିଲେ ଇଏସଆଇ ଡିସପେନସରୀ ବରିଷ୍ଠ କିରାଣୀ ଅଭିରାମ ସାହୁ
ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଅନନ୍ତ ଓ ରାଧିକା
ଆଗକୁ ମୁକେଶ ଅମ୍ବାନୀଙ୍କ ଘରେ ଖୁବ୍ ଶୀଘ୍ର ସାହାନାଇ ବାଜିବାକୁ ଯାଉଛି।କାରଣ ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ସାନପୁଅ ଅନନ୍ତ ଅମ୍ବାନୀ ଖୁବଶୀଘ୍ର ବିବାହ...
ରାଇରଂଗପୁରରେ ‘ହୋଲିଡେ ହୋମ୍’ର ଶିଳାନ୍ୟାସ କଲେ ରାଷ୍ଟ୍ରପତି...
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର ମୟୂରଭଂଜ ଜିଲ୍ଲାର ରାଇରଂଗପୁରରେ ‘ହୋଲିଡେ ହୋମ୍’ର ଶିଳାନ୍ୟାସ କରିଛନ୍ତି
ମନ୍ମଥ-ମନୋଜ ଐତିହ୍ୟ ସ୍ମାରକୀ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଭାସୀ ମାଧ୍ୟମରେ ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ଐତିହାସିକ ମନ୍ମଥନାଥ ଦାସ ଓ କଥାକାର ମନୋଜ ଦାସଙ୍କ ଏନ୍ତୁଡ଼ିଶାଳକୁ ଐତିହ୍ୟ...
ଖିଚିଂ ରେ ରାଷ୍ଟ୍ରପତି,ମାଆ କୀଚକେଶ୍ୱରୀଙ୍କୁ କଲେ ଦର୍ଶନ
ଜନ୍ମ ମାଟି ଓଡ଼ିଶାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବାରବାଟୀ ଆସିବେ ନେହା କକ୍କର
ଆସନ୍ତା ୨୭ ତାରିଖରେ ଐତିହାସିକ କଟକ ବାରବାଟୀ ଷ୍ଟାଡିୟମର ନବୀକରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ।
ଓଡ଼ିଶା ଆସିବେ ବିଲ୍ ଗେଟ୍ସ
ଓଡ଼ିଶା ଆସିବାକୁ ଯାଉଛନ୍ତି ମାଇକ୍ରୋସଫ୍ଟ ସିଇଓ ବିଲ୍ ଗେଟ୍ସ। ଫେବୃଆରୀ ୨୮ ତାରିଖରେ ଆସି ସେ ଭୁବନେଶ୍ୱରରେ ପହଞ୍ଚିବେ








