Tag: #odisha news makers

State

ଟ୍ରେନ୍ ଟ୍ରାଜେଡି: ରେଳ ଅଧିକାରୀଙ୍କ ଫୋନ୍ ସିଜ୍‌

ବାହାନଗା ଟ୍ରେନ୍ ଟ୍ରାଜେଡିରେ ତଦନ୍ତ ଜୋରଦାର କଲା ସିବିଆଇ ।

State

ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା

ଆଜି ହେଉଛି ବିଶ୍ୱ ଖାଦ୍ୟ ନିରାପତ୍ତା ଦିବସ । ଏହି ଅବସରରେ ବାର୍ତ୍ତା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁରକ୍ଷିତ ଖାଦ୍ୟର ମହତ୍ତ୍ଵ ସଂପର୍କରେ କହିଛନ୍ତି।

National

୪୮ ଘଣ୍ଟାରେ କେରଳ ଛୁଇଁବ ମୌସୁମୀ

ଆସନ୍ତା ୪୮ ଘଣ୍ଟା ମଧ୍ୟରେ କେରଳ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

State

ଆଜିଠୁ ପୁଣି ଚଳାଚଳ କରିବ ଭୟାବହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ...

ଗତ ଶୁକ୍ରବାର ଦିନ ଓଡ଼ିଶାର ବାଲେଶ୍ବର ଜିଲ୍ଲାରେ ଭୟାବହ ଦୁର୍ଘଟଣାଗ୍ରସ୍ତ ହୋଇଥିବା କରମଣ୍ଡଳ ଏକ୍ସପ୍ରେସ୍‌ ଆଜିଠାରୁ ପୁଣି ଚଳାଚଳ ଆରମ୍ଭ କରିବ ବୋଲି ରେଳବାଇ...

State

ବାହାନଗା ଟ୍ରେନ୍ ଦୁର୍ଘଟଣା: ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି ୪୦ ଯାତ୍ରୀଙ୍କ...

ବାଲେଶ୍ଵର ନିକଟ ବାହାନଗା ବଜାର ଷ୍ଟେସନରେ ଘଟିଥିବା ଟ୍ରେନ୍ ଦୁର୍ଘଟଣାରେ ୨୭୫ ମୃତକଙ୍କ ମଧ୍ୟରୁ ପ୍ରାୟ ୪୦ ଜଣ ଯାତ୍ରୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତ ଯୋଗୁଁ ହୋଇଛି...

Entertainment

ଆସନ୍ତୁ ଜାଣିବା ୱେବ୍ ସିରିଜ୍ ମିର୍ଜାପୁର-୩ ର ରହସ୍ୟ

ଦର୍ଶକଙ୍କ ମଧ୍ୟରେ ଜାରି ରହିଛି ୱେବ୍ ସିରିଜ୍ ‘ମିର୍ଜାପୁର’ର କ୍ରେଜ୍।

Berhampur

ସିକନ୍ଦରାବାଦ୍‌-ଅଗରତାଲା ଏକ୍ସପ୍ରେସରେ ଲାଗିଲା ନିଆଁ, ଓହ୍ଲାଇଗଲେ...

ବ୍ରହ୍ମପୁର ରେଳ ଷ୍ଟେସନରେ ଅଗରତାଲା -ସିକନ୍ଦରାବାଦ ଟ୍ରେନ ( ୦୭୦୩୦)ରେ ଧୂଆଁ।

State

ଉଦ୍ଧାର କର୍ମୀଙ୍କ ଉପରେ ଗଭୀର ମାନସିକ ପ୍ରଭାବ ପକାଇଛି ଓଡ଼ିଶା ଟ୍ରେନ୍...

ଓଡ଼ିଶାର ବାଲେଶ୍ବରରେ ଘଟିଥିବା ଟ୍ରେନ୍ ଟ୍ରାଜେଡି କେବଳ ପୀଡ଼ିତଙ୍କୁ ନୁହେଁ ଉଦ୍ଧାର କର୍ମୀଙ୍କୁ ମଧ୍ୟ ମାନସିକ ଭାବେ ଦୋହଲାଇ ଦେଇଛି ।

State

ଓଡ଼ିଶାର ୩୯ ମୃତକଙ୍କ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୧.୯୫...

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହାନଗା ଟ୍ରେନ ଦୁର୍ଘଟଣାରେ ଏ ପର୍ଯ୍ୟନ୍ତ ଚିହ୍ନଟ ହୋଇଥିବା ଓଡିଶାର ୩୯ ଜଣ ମୃତକଙ୍କ ପାଇଁ ୧.୯୫ କୋଟି ଟଙ୍କା ମଞ୍ଜୁର କରିଛନ୍ତି...

Gajapati

ଏକ୍ସପାରି ଔଷଧ ସେବନ ହେତୁ ଚାଲିଗଲା ଶିଶୁର ଜୀବନ

ଶିଶୁ ମୃତ୍ୟୁ ପ୍ରତିବାଦରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

State

୩୧ ଜଣ ନିଖୋଜ ଅଛନ୍ତି: ମମତା

କଟକ ଏଏସିବିରେ ଆହତଙ୍କୁ ଭେଟିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ।

State

ଶବ ଚିହ୍ନଟରେ ସମସ୍ୟା, ଚାଲିଛି ସମ୍ପର୍କୀୟଙ୍କ ଡିଏନଏ ଟେଷ୍ଟ୍

ଦୁର୍ଘଟଣା ପରେ ଏବେ ସରକାରଙ୍କ ପାଇଁ ବଡ଼ ସମସ୍ୟା ପାଲଟିଛି କିଛି ମୃତଦେହଙ୍କ ଚିହ୍ନଟ ପ୍ରକ୍ରିୟା

State

୮୪ ପରିବାରକୁ ମିଳିଲାଣି ସହାୟତା, ସୂଚନା ଦେଲେ ପୂର୍ବତଟ ରେଳବାଇର...

୮୪ ପରିବାରକୁ ୬କୋଟି ୯୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯାଇଛି

State

ଆଜି ୧୨୦୫ ଡାକ୍ତରଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ ମୁଖ୍ୟମନ୍ତ୍ରୀ

ଉନ୍ନତ ସ୍ବାସ୍ଥ୍ୟସେବା ପାଇଁ ରାଜ୍ୟରେ ନିଯୁକ୍ତ ହେବେ ନୂଆ ଏଲୋପାଥି ମେଡିକାଲ ଅଫିସର

Horoscope

ଆଜିର ରାଶିଫଳ

ଅଦ୍ୟ ଜୁନ ମାସ ୦୬ ତାରିଖ ୨୦୨୩ ମସିହା(ମଙ୍ଗଳବାର)

Cuttack

ବୃଦ୍ଧଙ୍କୁ ନିର୍ମମ ହତ୍ୟା

କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ

State

ରେଳ ଦୁର୍ଘଟଣା, ରେଲୱେ ସେଫ୍ଟଟି କମିଶନରଙ୍କ ତଦନ୍ତ ଆରମ୍ଭ

ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ

National

ଆଜିଯାଏଁ କେରଳ ଛୁଇନାହିଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ

ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ

State

ଦୁର୍ଘଟଣାଗ୍ରସ୍ତଙ୍କ ପାଇଁ ସ୍ବତନ୍ତ୍ର ରିହାତି ଘୋଷଣା କଲେ ଏଲଆଇସି...

ବାଲେଶ୍ବର ଜିଲ୍ଲାରେ ଗତକାଲି ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଏଲଆଇସି ଅଧ୍ୟକ୍ଷ ସିଦ୍ଧାର୍ଥ ମହାନ୍ତି ଗଭୀର ଦୁଃଖ ପ୍ରକାଶ କରିଛନ୍ତି