Posts
ଶ୍ରେଷ୍ଠ ସାମ୍ବାଦିକ ଭାବେ ମଧୂପ ରଞ୍ଜନ ନନ୍ଦ ସମ୍ବର୍ଦ୍ଧିତ
ଦୈନିକ ଓଡ଼ିଶା ଭାସ୍କର ର ଭୁବନ ଓ କାଳିଆପାଣି ପ୍ରତିନିଧି ମଧୁପ ରଞ୍ଜନ ନନ୍ଦ ଙ୍କୁ ଶ୍ରେଷ୍ଠ ସାମ୍ବାଦିକ ୨୦୨୩ ଭାବେ ସମ୍ବର୍ଦ୍ଧିତ କରାଯାଇଛି
ଯୋରନ୍ଦା ସ୍ଥିତ ମହିମା ଗାଦି ପରିଦର୍ଶନରେ 5T ସଚିବ
ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଙ୍କ ନିର୍ଦ୍ଦେଶକ୍ରମେ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନ ଢେଙ୍କାନାଳର ଯୋରନ୍ଦା ସ୍ଥିତ ମହିମା ଗାଦି ପରିଦର୍ଶନ କରିଛନ୍ତି।
ଯୋରନ୍ଦା ପୀଠରେ 5T ସଚିବ
ମହିମା ଧର୍ମର ଦର୍ଶନ ମୁଖ୍ୟମନ୍ତ୍ରୀଙ୍କ ସେବା ଓ ସୁଶାସନ ପାଇଁ ପ୍ରେରଣା, ମହିମା ଧର୍ମର ପ୍ରଚାର ପ୍ରସାର ପାଇଁ ସରକାର ଦେବେ ସମସ୍ତ ସହଯୋଗ, ଭକ୍ତ ଙ୍କ ପାଇଁ...
ରାହୁଲଙ୍କ ଦାବି, ମଧ୍ୟ ପ୍ରଦେଶରେ ୧୫୦ ଆସନ ଜିତିବ କଂଗ୍ରେସ
କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ କଂଗ୍ରେସର ନଜର ଏବେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ ଉପରେ ରହିଛି ।
ବର୍ଷକୁ ଗୋଟିଏ ଫିଲ୍ମ କରିବେ ଅନୁଷ୍କା
ଦୀର୍ଘ ସମୟ ହେବ ବଡ ପରଦାରୁ ଦୂରେଇ ରହିଛନ୍ତି ବଲିଉଡ ବିୟୁଟି ଅନୁଷ୍କା ଶର୍ମା
ଢେଙ୍କାନାଳ ଯୋରନ୍ଦାରେ 5T ସଚିବ ଭି.କେ ପାଣ୍ଡିଆନ
ଉନ୍ନତି ପଥରେ ଢେଙ୍କାନାଳର ବିଶ୍ବପ୍ରସିଦ୍ଧ ଯୋରନ୍ଦା ପୀଠ । ଯୋରନ୍ଦା ଗସ୍ତରେ ଅଛନ୍ତି 5T ସଚିବ ଭିକେ ପାଣ୍ଡିଆନ
ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି
ଆସନ୍ତା ୩୦ ତାରିଖ ମଙ୍ଗଳବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାଜେନ୍ଦ୍ରାଭିଷେକ ନୀତି ଅନୁଷ୍ଠିତ ହେବ
ନୂଆ ରୂପରେ ଭିତରକନିକା
ଭିତରକନିକା ଜାତୀୟ ଉଦ୍ୟାନର ରୂପରେଖ ବଦଳିବ। ଏହି ବିଶ୍ବପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀର ବିକାଶ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି।
ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ଉପରେ ବାଜିଲା ମୋହର
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ୧୮ ପ୍ରସ୍ତାବ ଉପରେ ମୋହର ବାଜିଛି
କଟକ ପାରାଦ୍ୱୀପ ରେଳ ବାତିଲ
କଟକ ପାରାଦ୍ୱୀପ ରେଳ ସେକ୍ସନରେ ପୋଲ ପୁନଃ ନିର୍ମାଣ ପାଇଁ ତା 29.05.2023 ରିଖ (ସୋମବାର) ଦିନ ଦୁଇ ଯୋଡ଼ା ପାସେଞ୍ଜର ବିଶେଷ ଟ୍ରେନ (08407/08408 ଏବଂ 08445/08446)...
ବିଶ୍ଵ ଇସ୍ପାତ ଶିଳ୍ପରେ ଜେଏସଡବ୍ଲୁ ର ସ୍ଥାନ ସ୍ଵତନ୍ତ୍ର
ସାମ୍ବାଦିକ ମାନଙ୍କୁ ପ୍ଲାଣ୍ଟ୍ ପରିଦର୍ଶନ କରି ବେଶ୍ ପ୍ରଶଂସା ସାଉଁଟିଲା ଜେଏସଡବ୍ଲୁ
ମୁଖ୍ୟମନ୍ତ୍ରୀଙ୍କ ଦେଖା ନାହିଁ, ସଚିବ ଙ୍କ ଗ୍ରସ୍ତ କାହା ପାଇଁ
୨୩ ବର୍ଷ ଶାସନରେ ମୁଖ୍ୟମନ୍ତ୍ରୀ ଯୋରନ୍ଦା ଆସିନାହାଁନ୍ତି, ସଚିବଙ୍କ ଗସ୍ତ ଏକ ପ୍ରକାର ପ୍ରହସନ- ବିଜେପି








