Posts
ବିଶ୍ୱ ପରିବେଶ ଦିବସ ପାଳିତ
ପାରାଦୀପ ସ୍ଥିତ ଜେ ଏସ ଡ ବ୍ଲୁ ଉତ୍କଳ ଷ୍ଟିଲ ପକ୍ଷରୁ ବିଶ୍ୱ ପରିବେଶ ଦିବସ ପାଳନ କରାଯାଇଛି
ନ୍ୟାର୍ଯ୍ୟ ଦାବି ପୂରଣ କର
୨୦୦ ୟୁନିଟ୍ ପର୍ଯ୍ୟନ୍ତ ଦେୟମୁକୁ ବିଜୁଳି ହେଉଛି ସାରା ଓଡ଼ିଶାର ନ୍ୟାର୍ଯ୍ୟଦାବି।
କୋଲକାତାକୁ ଓଡ଼ିଶା ସରକାରଙ୍କ ମାଗଣା ବସ୍ ସେବା ଆରମ୍ଭ
ବାହାନଗା ଟ୍ରେନ ଦୁର୍ଘଟଣା ଯୋଗୁଁ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇନଥିବା ବେଳେ ଓଡ଼ିଶା ସରକାରଙ୍କ ପକ୍ଷରୁ କୋଲକାତାକୁ ମାଗଣା ବସ୍ ସେବା ଯୋଗାଉଛନ୍ତି।
ବରଗଡ଼ରେ ଲାଇନ୍ଚ୍ୟୁତ୍ ହେଲା ଚୂନପଥର ବୋଝେଇ ଟ୍ରେନ୍
ବାହାନଗା ଟ୍ରେନ୍ ଟ୍ରାଜେଡି ମନରୁ ନ ଲିଭୁଣୁ ଓଡ଼ିଶା ପୁଣି ଗୋଟିଏ ଟ୍ରେନ୍ ଦୁର୍ଘଟଣା ଗ୍ରସ୍ତ ହୋଇଛି ।
ଟ୍ରେନ ଟ୍ରାଜେଡି ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର, ଏ ଯାଏଁ ୧୭୦ ମୃତଦେହ...
ବାହାନଗା ଟ୍ରେନ୍ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୭୫ରେ ସ୍ଥିର ଅଛି ।
ବୃଦ୍ଧଙ୍କୁ ନିର୍ମମ ହତ୍ୟା
କଟକ ଜିଲ୍ଲା ମାହାଙ୍ଗା ଥାନା ଲଳିତଗିରି ପଞ୍ଚାୟତ ଜେରକନ୍ଦ ଗ୍ରାମରେ ଘଟିଛି ଏକ ବିଭତ୍ସ ହତ୍ୟାକାଣ୍ଡ
ଆଜିଯାଏଁ କେରଳ ଛୁଇନାହିଁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ପ୍ରଚଣ୍ଡ ଖରା ଓ ଅସହ୍ୟ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ଲୋକେ
ବିଶ୍ଵ ପରିବେଶ ଦିବସ ପାଳିତ
ନେହେରୁ ଯୁବ କେନ୍ଦ୍ର ଢେଙ୍କାନାଳ ଓ ପ୍ରିୟ ସ୍ବେଚ୍ଛାସେବୀ ସଂଗଠନ ମିଳିତ ସହଯୋଗରେ ବିଶ୍ଵ ପରିବେଶ ଦିବସ ପାଳିତ ହୋଇ ଯାଇଅଛି
ଶେଷରେ ଚାଲିଲା ଟ୍ରେନ, ୫୧ ଘଣ୍ଟା ପରେ ଲାଇନ ହେଲା ସଫା
ଶେଷରେ ଦୁର୍ଘଟଣା ଘଟିଥିବା ଲାଇନ ଉପରେ ଚାଲିଲା ଟ୍ରେନ।
ସେହୱାଗ ଇଣ୍ଟରନ୍ୟାସନାଲ ସ୍କୁଲ ମାଗଣା ରେ କରିବ ଶିକ୍ଷାଦାନ
ରେଳ ଦୁର୍ଘଟଣାରେ ଅସହାୟ ହୋଇ ପଡିଥିବା ପିଲାମାନଙ୍କୁ ମାଗଣାରେ ପାଠ ପଢାଇବେ ସେହଓ୍ୱାଗ
ଦେବସ୍ନାନ ଓ ଭଜନ ପରିବେଷଣ
ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ନିତି ପାଳିତ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ବଳଦେବଜୀଉ ଭଜନ ସଂଧ୍ୟା ପକ୍ଷରୁ ଭଜନ ପରିବେଷଣ
ମୃତକଙ୍କ ମୃତଦେହ ପାଇଁ ୬ଟି ହସ୍ପିଟାଲ ନିୟୋଜିତ
ବାଲେଶ୍ୱର ନିକଟ ବାହାନାଗା ବଜାର ଷ୍ଟେସନ ଠାରେ ଟ୍ରେନ୍ ଦୁର୍ଘଟଣା ସହିତ ଜଡିତ 170 ମୃତ ଶରୀରକୁ ନିମ୍ନ ଡାକ୍ତରଖାନାଗୁଡ଼ିକରେ ରଖାଯାଇଛି |








