କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ

କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ

କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ

କ୍ୟାପିଟାଲ ହସ୍ପିଟାଲରେ ଧରଣାରେ ନର୍ସିଂ କର୍ମଚାରୀ ସଂଘ । ୧୦ ଦଫା ଦାବି ନେଇ ଜାରି ରହିଛି ଆନ୍ଦୋଳନ।  ଆଜି ସମ୍ପୂର୍ଣ୍ଣ କାର୍ଯ୍ୟଛାଡ଼ ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ନିଷ୍ପତି ନିଆଯାଇଛି । ଯାହାଦ୍ବାରା ଜରୁରୀକାଳୀନ ସ୍ବାସ୍ଥ୍ୟ ସେବା ଭୟଙ୍କର ପ୍ରଭାବିତ ହୋଇପାରେ । ରାଜ୍ୟର ପ୍ରାୟ ୧୫ ହଜାର ନର୍ସ ଏହି ଆନ୍ଦୋଳନରେ ଯୋଗଦେଇଛନ୍ତି ।

ରାଜ୍ୟର ପ୍ରମୁଖ ସରକାରୀ ହସ୍ପିଟାଲ ଗୁଡ଼ିକର ନର୍ସମାନେ ଏଥିରେ ଯୋଗଦେଇଛନ୍ତି । ୧୦ ଦଫା ଦାବି ନେଇ ଏହି ଆନ୍ଦୋଳନ ଚାଲିଛି । ଆଜିଠାରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ଯାଉଥିବା ବେଳେ ରୋଗୀ ସେବାର ଗଭୀର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି ।