ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ , ଜଣେ ମୃତ , ଜଣେ ଗୁରୁତର
ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ

ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଉଦ୍ୟମ । ଜଣେ ଗୁରୁତର ଏବଂ ଜଣେ ମୃତ୍ୟୁ ବରଣ କରିଛନ୍ତି । କେସିଙ୍ଗା ତେଲ ନଦୀ ରେଳ ବ୍ରିଜରେ ମାଲ ବାହୀ ଟ୍ରେନ ଯାଉଥିବା ବେଳେ ଦୁଇ ପ୍ରେମୀ ଯୁଗଳ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ପ୍ରେମିକା ନାବାଳିକାର ଘଟଣା ସ୍ଥଳରେ ମୃତ୍ୟୁ ଘଟି ଥିବା ବେଳେ ପ୍ରେମିକ ଘନ ଶ୍ୟାମ ବାଗ ମୃତ୍ୟୁ ଶହ ଟିଟିଲାଗଡ ଡାକ୍ତରଖାନାରେ ସଂଗ୍ରାମ କରୁଛି।
ଟିଟିଲାଗଡ଼ ଜି ଆର ପି ର ତଦନ୍ତ ଆରମ୍ଭ ହୋଇଛି । ପରିବାର ଲୋକେ ପ୍ରେମ ବିବାହକୁ ବିରୋଧ କରିବାରୁ ଚରମ ନିଷ୍ପତ୍ତି ନେଲେ ପ୍ରେମୀ ଯୁଗଳ ଶେଷରେ ଏଭଳି ଅଭାବନିୟ ଘଟଣା ଘଟିଥିବା ନଜରକୁ ଆସିଛି ।