ମତେ ମାରିବାକୁ ଚେଷ୍ଟା କରିଥିଲେ ପୂର୍ବ ସରକାର : ମୋହନ ମାଝୀ
ମୋତେ ବୋମା ପକାଇ ଉଡାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ବିଜେଡି ସରକାର
ବିଧାନସଭାରେ ଏବଂ ବିଧାନସଭା ବାହାରେ ଲଢେଇ କରୁଥିବାରୁ ମୋତେ ବୋମା ପକାଇ ଉଡାଇଦେବାକୁ ଚେଷ୍ଟା କରିଥିଲେ ପୂର୍ବ ବିଜେଡି ସରକାର








