ତିନି ଦିନିଆ କେନ୍ଦୁଝର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଆଜି ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ତିନି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତର ଯାଇଛନ୍ତି ମୁଖ୍ୟମନ୍ତ୍ରୀ।

୩ ଦିନିଆ ନିଜ ଜିଲ୍ଲା ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ଆଜି ଠାରୁ ୨୨ ତାରିଖ ପର୍ୟ୍ୟନ୍ତ ତିନି ଦିନ ଧରି ମୁଖ୍ୟମନ୍ତ୍ରୀଙ୍କର କେନ୍ଦୁଝର ଜିଲ୍ଲା ଗସ୍ତର ଯାଇଛନ୍ତି ମୁଖ୍ୟମନ୍ତ୍ରୀ।