State

ଆଜି ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ଆଜି ପଞ୍ଚାୟତ ପ୍ରତିନିଧିଙ୍କ ସହ କଥା ହେବେ ମୁଖ୍ୟମନ୍ତ୍ରୀ

ପୂର୍ବତନ ଡିଜିପି ଶରତ ଚନ୍ଦ୍ର ମିଶ୍ରଙ୍କ ପରଲୋକ

ଓଡ଼ିଶାର ପୂର୍ବତନ ପୋଲିସ ମହାନିର୍ଦ୍ଦେଶକ ଶରତ ଚନ୍ଦ୍ର ମିଶ୍ରଙ୍କର ଦେହାନ୍ତ ହୋଇଯାଇଛି

ଗୋପବନ୍ଧୁ ଦାସ ସେବା ସଙ୍ଗଠନ ଲୋକାର୍ପିତ

ଗୋପବନ୍ଧୁ ଦାସ ସେବା ସଙ୍ଗଠନ ଲୋକାର୍ପିତ

ମଦ ନିଶାରେ ନିଜ ସିନ୍ଦୁର ନିଜେ ପୋଛିଦେଲା ସ୍ତ୍ରୀ

ନିଶାସକ୍ତ ଅବସ୍ଥାରେ ସ୍ୱାମୀକୁ ହତ୍ୟା କରିଥିଲା ସ୍ତ୍ରୀ ।

ଲକ୍ଷ୍ମୀ ଯୋଜନାର ବସ୍‌ କର୍ମଚାରୀମାନଙ୍କ ସହିତ ଆଲୋଚନା

ଚଳିତ ମାସ ୧୨ ତାରିଖ ଦିନ ମୁଖ୍ୟମନ୍ତ୍ରୀ ମାଲକାନଗିରି ଜିଲ୍ଲା ପାଇଁ ଏହି ଯୋଜନାର ଶୁଭାରମ୍ଭ କରିବେ

କଫ ସିରପ୍ ଜବତ, ୩୨ ଗିରଫ

ସମ୍ବଲପୁରରେ ୫ହଜାର ୪ଶହ ବୋତଲ କଫ୍ ସିରପ୍ ଜବତ ହୋଇଛି ।

ବିଭିନ୍ନ ପ୍ରକାର ବିଶାକ୍ତ ସାପ ଧରିବା ପାଇଁ ଲୋକ ମାନଙ୍କ ସେବାରେ...

ରବୀନ୍ଦ୍ର ସାର୍ ପେଶାରେ ଶିକ୍ଷା ଦାନ କରୁଥିବା ବେଳେ ନିଶାରେ ସାପ ଧରାଳି

ବୁର୍ଲା ସହ ସମ୍ବଲପୁରକୁ ଯୋଡ଼ିବା ଲାଗି ରିଂରୋଡ୍ ପ୍ରକଳ୍ପ କାମ

ସମ୍ବଲପୁର ସହରକୁ ବିକଶିତ କରି ଗଢ଼ି ତୋଳିବାକୁ ସରକାରୀ ସ୍ତରରେ ବିଭିନ୍ନ ପ୍ରସ୍ତାବ ହେଉଛି। ରାଜ୍ୟ ସରକାର ଅନେକ ପ୍ରକଳ୍ପ ବି ଘୋଷଣା କରୁଛନ୍ତି

ଟିଟିଲାଗଡ ରେ ମନମୋହନ ସାମଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଟିଟିଲାଗଡ ରେ ମନମୋହନ ସାମଲ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା

ଘରୋଇ ବସ୍ ଧର୍ମଘଟ ସ୍ଥଗିତ

ଆସନ୍ତାକାଲିଠାରୁ ଆରମ୍ଭ ହେବାକୁ ଥିବା ପ୍ରସ୍ତାବିତ ରାଜ୍ୟବ୍ୟାପୀ ଘରୋଇ ବସ୍‌ ଧର୍ମଘଟ ଆସନ୍ତା ୩୧ ଅକ୍ଟୋବର ଯାଏଁ ସ୍ଥଗିତ ରଖାଯାଇଛି

ଚିନ୍ତାରେ ଚାଷୀ : ଧାନରେ ଚକଡ଼ା ପୋକ

କେନ୍ଦୁଝର ଜିଲ୍ଲା ଘସିପୁରା ବ୍ଲକ୍‌ର ବିଭିନ୍ନ ଗ୍ରାମରେ ଧାନ ଫସଲରେ ଚକଡ଼ା ପୋକ ଲାଗିଛନ୍ତି

ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ

ବିଶିଷ୍ଟ ଶ୍ରମିକ ନେତା ଘନଶ୍ୟାମ ଜେନାଙ୍କ ପରଲୋକ। ୯୩ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ଘଟିଛି।

୧୨ରେ 'ଲକ୍ଷ୍ମୀ ଯୋଜନା'ର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

ରାଜ୍ୟରେ ଗମନାଗମନ ସୁବିଧା ପାଇଁ ରାଜ୍ୟ ସରକାର ଲକ୍ଷ୍ମୀ ଯୋଜନାର ଶୁଭାରମ୍ଭ କରିବାକୁ ଯାଉଛନ୍ତି।

୨୭ଟି ଗୋରୁ ବୋଝେଇ ଗାଡି ଜବତ

୨୭ଟି ଗୋରୁ ବୋଝେଇ ଗାଡି ଜବତ ,ଚାଳକ ସମେତ ସହଯୋଗୀ ଫେରାର

ଭୁବନ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା

ଭୁବନ ବିଜେଡି ତରଫରୁ ଜନ ସମ୍ପର୍କ ପଦଯାତ୍ରା