State
ପିଲାଙ୍କ ଭବିଷ୍ୟତକୁ ଅନ୍ଧକାରକୁ ଠେଲିବାକୁ ଷଡ଼ଯନ୍ତ୍ର କରିଥିଲେ...
ରାଜ୍ୟରେ ଗୁଣାତ୍ମକ ଶିକ୍ଷାକୁ ନେଇ ପୁଣି ପୂର୍ବର ବିଜେଡି ସରକାରଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଟାର୍ଗେଟ କରିଛନ୍ତି
ଫେବ୍ରୁଆରୀ ୨୧ରୁ ମାଟ୍ରିକ ପରୀକ୍ଷା
ଫେବ୍ରୁଆରୀ ୨୧ରୁ ହେବ ମାଟ୍ରିକ ପରୀକ୍ଷା । ଫେବ୍ରୁଆରୀ ୨୧ରୁ ଆରମ୍ଭ ହୋଇ ମାର୍ଚ୍ଚ ୬ ଯାଏଁ ଚାଲିବ ମାଟ୍ରିକ ପରୀକ୍ଷା
ଧାନ ସଂଗ୍ରହକୁ ଉତ୍ସବ ଆକାରରେ ପାଳନ କରିବେ ରାଜ୍ୟ ସରକାର
କଟନୀ ଛଟନୀ ସମ୍ପୂର୍ଣ୍ଣ ବନ୍ଦ ହେବ
ଆଜି ରାଜ୍ୟ କ୍ୟାବିନେଟ୍: ୬ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ବାଜିପାରେ...
ତେବେ ନିର୍ଦ୍ଦିଷ୍ଟ ଭାବେ କେଉଁ ପ୍ରସ୍ତାବ ଉପରେ ମୋହର ବାଜିବ ସେନେଇ କିଛି ସ୍ପଷ୍ଟ ଜଣାପଡ଼ି ନାହିଁ
ଜାନୁଆରିରେ ହିତାଧିକାରୀମାନଙ୍କୁ ମିଳିବ ନୂଆ ରାସନ କାର୍ଡ: ଯୋଗାଣ...
ଏବେ ବି ଇ-କେୱାଇସି ପ୍ରକ୍ରିୟା ଜାରି ରହିଥିବା ବେଳେ ଆଉ କିଛି ଦିନ ପରେ ଏହା ଶେଷ ହେବ।
୨୦୨୫ କ୍ୟାଲେଣ୍ଡର ବର୍ଷରେ ରାଜ୍ୟ କର୍ମଚାରୀଙ୍କୁ ମିଳିବ ୨୬ ସରକାରୀ...
ରାଜ୍ୟ ସରକାର ଆଜି ମଙ୍ଗଳବାର ୨୦୨୫ ମସିହା ପାଇଁ ଛୁଟି କ୍ୟାଲେଣ୍ଡର ଜାରି କରିଛନ୍ତି
ବାଲିଯାତ୍ରା ପାଇଁ କମିସନରେଟ୍ ପୋଲିସର ରୋଡ୍ ମ୍ୟାପ୍
ଆଉ ଦୁଇ ଦିନ ପରେ ଆରମ୍ଭ ହେବ କଟକର ଐତିହାସିକ ବାଲିଯାତ୍ରା
କନ୍ଧମାଳରେ ଡିଜିପିଙ୍କ ମାଓ ଦମନ ସମୀକ୍ଷା
ରାଜ୍ୟ ପୁଲିସ ଡିଜି ଯୋଗେଶ ବାହାଦୂର ଖୁରାନିଆ ଆଜି କନ୍ଧମାଳ ଜିଲ୍ଲା ଗସ୍ତରେ ଆସି ମାଓ ବିରୋଧୀ କାର୍ଯ୍ୟକଳାପର ସମୀକ୍ଷା କରିଛନ୍ତି
ଶ୍ରୀମନ୍ଦିରକୁ ପଶିଲେ ଅଣହିନ୍ଦୁ ମହିଳା
ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦରରେ ପୁଣି ଜଣେ ବିଦେଶିନୀ ପ୍ରବେଶ ଉଦ୍ୟମ କରିଛନ୍ତି
ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ସବୁ ଥାନାରେ ଲାଗିବ CCTV
ଭରତପୁର ଥାନା ଘଟଣାରେ ହୋଇଥିବା ସମସ୍ତ ମାମଲାର ତଦନ୍ତ ଜାରି ରହିଥିବା ନେଇ ହାଇକୋର୍ଟଙ୍କୁ ଜଣାଇଲେ ଏଜି ।
ପରିବାରର ଥଇଥାନ ନିୟମକୁ ନେଇ ବଡ଼ ନିଷ୍ପତ୍ତି
ସରକାରୀ ଚାକିରିଆଙ୍କ ପରିବାରର ଥଇଥାନ ନେଇ ବଡ଼ ଘୋଷଣା
୧୫ ରାଜ୍ୟରେ ବଢିବ ଶୀତ
ବିଳମ୍ୱିତ ରାତିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ କୁଡୁଡି ଦେଖିବାକୁ ମିଳୁଥିବା ବେଳେ ଶୀତ ଅନୁଭୂତ ହେଉଛି।
୧୨ ଅତିରିକ୍ତ ଛୁଟିକୁ ନେଇ ପ୍ରକାଶ ପାଇଲା ବିଜ୍ଞପ୍ତି
ପ୍ରତି ମାସର ଦିନଟିଏ ଋତୁସ୍ରାବ ଜନିତ ଛୁଟି ସେହି ମାସରେ ହିଁ ନେବାକୁ ପଡ଼ିବ
ଝାଡଖଣ୍ଡ ନିର୍ବାଚନ ପ୍ରଚାର ମଇଦାନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ରାଉରକେଲାରୁ ସିଧାସଳଖ ଝାଡ଼ଖଣ୍ଡ ଗସ୍ତ କରିଛନ୍ତି ମୋହନ ମାଝୀ ।
ମହାଲିଙ୍ଗଙ୍କ ଅଡ଼ିଟ କଲେ ଏମପି
କାମରେ ଅନେକ ତ୍ରୁଟି ଥିବାରୁ ବିଭାଗୀୟ କର୍ମଚାରୀଙ୍କୁ ତାଗିଦ ବି କଲେ
ବାର୍ରେ ଅବକାରୀ ନିୟମକୁ ଫୁ: ଗ୍ରାହକଙ୍କ ନିକଟରେ ନାଚୁଛନ୍ତି ବାର୍ଗାର୍ଲ
ଗାଇବା ବାହାନାରେ ସେମାନେ ଗ୍ରାହକଙ୍କ ପାଖରେ ନାଚୁଥିବା ଜଣାପଡ଼ିଛି।
ଶିମିଳିପାଳରେ ବୁଲୁଛି କଳାବାଘ
ଶିମିଳିପାଳରେ ବୁଲୁଛି କଳା ମହାବଳ ବାଘ
ଓପିଏସ୍ ସ୍ତରରେ ବଡ଼ ଧରଣର ଅଦଳବଦଳ
ଭିଜିଲାନ୍ସ ଡିଏସପି ଦକ୍ଷିଣ ଚନ୍ଦ୍ର ମୁର୍ମୁଙ୍କୁ ଅତିରିକ୍ତ ଏସପି(ଗୁଇନ୍ଦା) ଭାବେ ପଦୋନ୍ନତି କରାଯାଇଛି।
ମା'ମାନଙ୍କୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ
ମାର୍ଗଶିର ମାସ ମାଣବସା ଗୁରୁବାରରେ ମାଣ୍ଡିଆରେ ପ୍ରସ୍ତୁତ ନୈବେଦ୍ୟ ଲାଗି କରାଯାଉ ।









