State
ଝାରସୁଗୁଡ଼ାରୁ ବେଙ୍ଗାଲୁରୁ ଉଡ଼ିଲା ବିମାନ
ଝାରସୁଗୁଡ଼ା ଭିଏସ୍ଏସ୍ ବିମାନ ବନ୍ଦରରୁ ବୁଧବାରଠାରୁ ଇଣ୍ଡିଗୋ ଏୟାରଲାଇନ୍ସ ବେଙ୍ଗାଲୁରୁ ରୁଟ୍କୁ ଏହାର ସେବା ଆରମ୍ଭ କରିଛି।
୨୪ ଘଣ୍ଟାରେ ୩ଟି ରେଳ ଦୁର୍ଘଟଣା, ଭୟରେ ଯାତ୍ରୀ
୨୪ ଘଣ୍ଟାରେ ୩ଟି ରେଳ ଦୁର୍ଘଟଣା, ବାରମ୍ବାର ଦୁର୍ଘଟଣା ପାଇଁ ଭୟରେ ଅଛନ୍ତି ଯାତ୍ରୀ
ମାଈ ହାତୀର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ
ହାତୀଟିର ବୟସ ୩୦ ବର୍ଷ ପାଖାପାଖି ହେବ ବୋଲି ଅନୁମାନ କରାଯାଉଛି।
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ସ୍କୁଲ କିରାଣୀ
ଭିଜିଲାନ୍ସ ହାତରେ ଧରାପଡିଲେ ଲାଞ୍ଚୁଆ ସ୍କୁଲ କିରାଣୀ
ଗୋଟିଏ ମାସରେ ୨ଥର ଓଡ଼ିଶା ଆସିବେ ରାଷ୍ଟ୍ରପତି
୨ଟି ପର୍ଯ୍ୟାୟରେ ୪ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
ବାତ୍ୟାର ନାଁ ମିଢିଲି, ପ୍ରଭାବିତ ହୋଇପାରେ ଉପକୂଳ ଓଡ଼ିଶା
ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଗଭୀର ଅବପାତରେ ପରିଣତ ହେଲା ଲଘୁଚାପ
ପ୍ରାଣକୃଷ୍ଣ ରାଉତ ହେଲେ ଟ୍ରାଫିକ୍ ଡିସିପି
ଜଣେ ଅତିରିକ୍ତ ଏସ୍ପିଙ୍କୁ ପଦୋନ୍ନତି ପରେ ବଦଳି କରିଛନ୍ତି ରାଜ୍ୟ ସରକାର
ଜଗମୋହନ ନାଟମଣ୍ଡପ ମରାମତି କରିବାକୁ ନିର୍ଦ୍ଦେଶ
ଆସନ୍ତାକାଲି ଠାରୁ ପୁରୀ ଜଗମୋହନ ନାଟମଣ୍ଡପ ମରାମତି କାମ ଆରମ୍ଭ କରିବାକୁ ଏ ଏସ ଆଇକୁ ନିର୍ଦ୍ଦେଶ ଦେଇଛନ୍ତି ଓଡ଼ିଶା ଉଚ୍ଚ ନ୍ୟାୟାଳୟ।
ଘାଟିରୁ କାର ଖସି ୩ ମୃତ
ଘାଟିରୁ କାର ଖସି ପରିବାରର ୩ ସଦସ୍ୟଙ୍କ ମୃତ୍ୟୁ I କୋରାପୁଟ ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଯୋଡିମାଦେଲି ଘାଟିରେ ଘଟିଛି ଏହି ଅଘଟଣ ।
ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ସକ୍ରିୟ
ଆସନ୍ତା ୬ଘଣ୍ଟା ମଧ୍ୟରେ ନେଇପାରେ ଅବପାତର ରୂପ, ପ୍ରଭାବରେ ଆଜିଠୁ ରାଜ୍ୟରେ ବର୍ଷା ସମ୍ଭାବନା
ଆଜି ଶିଶୁ ଦିବସ
ଆଜିର ଶିଶୁ, ଆସନ୍ତାକାଲିର ନାଗରିକ। ଦେଶ ନିର୍ମାଣରେ ଶିଶୁମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଶିଶୁଟିର ସରଳ ନିଷ୍ପାପ ହସ ଓ ଛନ୍ଦକପଟହୀନତାର ସମାହାର...
ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖାକୁ ନା
ଶ୍ରୀମନ୍ଦିର ପରିସରରେ ପାନ, ଗୁଟଖା ଉପରେ କଟକଣା ଜାରି କରାଯାଇଛି
ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡ
ପୁରୀ ଷ୍ଟେସନରେ ଅଗ୍ନିକାଣ୍ଡ। ରିପେୟାର ଲାଇନରେ ଥିବା ଏକ କୋଚ୍ ରେ ଅଗ୍ନିକାଣ୍ଡ ଘଟିଛି
ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କ ମୃତ୍ୟୁ
ସୁବର୍ଣ୍ଣପୁର ଜିଲ୍ଲା କଇଁଫୁଲ ବୋରଓ୍ବେଲରୁ ଉଦ୍ଧାର ହୋଇଥିବା ବୃଦ୍ଧାଙ୍କର ମୃତ୍ୟୁ ଘଟିଛି
ଆଜିଠୁ ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'
ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଶିଶୁ ଦିବସ ଅବସରରେ ଅନୁଷ୍ଠିତ ହେଉଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି'।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ...
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଶିଶୁ ସାଂସ୍କୃତିକ ବିଚିତ୍ରା ଅନୁଷ୍ଠିତ
ଦୀପାବଳି ପରେ ଟ୍ବିନ୍ ସିଟିରେ ବୃଦ୍ଧି ପାଇଲା ପ୍ରଦୂଷଣ
ରାଜଧାନୀ ଭୁବନେଶ୍ବରରେ ମଧ୍ୟ ପ୍ରଦୂଷଣର ମାତ୍ରା ବୃଦ୍ଧି ପାଇଛି।
ବ୍ରିଜ ତଳକୁ ଅଟୋ ଖସି ଚାଳକ ମୃତ
ବ୍ରିଜ ତଳକୁ ଅଟୋ ଖସି ଯାତ୍ରୀବାହୀ ଚାଳକ ମୃତ। ଫିରିଙ୍ଗିଆ ଥାନା ଅନ୍ତର୍ଗତ ବନ୍ଧଗଡ଼ ତେଲିମୁଣ୍ଡା ନିକଟ ବ୍ରିଜର ୨୦ଫୁଟ ତଳକୁ ଖସିଲା ଅଟୋ।









