State
ଶ୍ରୀମନ୍ଦିରରେ ଅସମ୍ଭାଳ ଭିଡ ; ଶ୍ରଦ୍ଧାଳୁ ଅସୁସ୍ଥ
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ ସୋମବାର ଦେଖାଯାଇଛି।
ଦୁଇ ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ରାଷ୍ଟ୍ରପତିଙ୍କ ମୟୂରଭଞ୍ଜ ଜିଲ୍ଲାରେ ବ୍ୟସ୍ତବହୁଳ କାର୍ଯ୍ୟକ୍ରମ ରହିଛି
ହିଞ୍ଜିଳିକାଟୁ: ପୋଖରୀରେ ବୁଡ଼ି ଦୁଇ ଭଉଣୀ ମୃତ
ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଇଲାକାରେ ରବିବାର ଅଘଟଣ ଘଟିଛି
ଢେଙ୍କାନାଳରେ "ସପ୍ତଶଯ୍ୟା ମହୋତ୍ସବ-୨୦୨୩"ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ଢେଙ୍କାନାଳରେ "ସପ୍ତଶଯ୍ୟା ମହୋତ୍ସବ-୨୦୨୩"ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ
ରାଷ୍ଟ୍ରୀୟ ବିଜ୍ଞାନ ମେଳା
ସରସ୍ଵତୀ ଶିଶୁ ମନ୍ଦିରରେ ରାଷ୍ଟ୍ରୀୟ ବାଲ୍ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା: ୬୫୫ ପ୍ରକଳ୍ପ ପ୍ରଦର୍ଶିତ
ଟାଙ୍ଗୀ ଉଜ୍ଜଳା ଗୋପୀନାଥ ପୁର ଗ୍ରାମର ନାବାଳକ ନିଖୋଜ
ଟାଙ୍ଗୀ ଉଜ୍ଜଳା ଗୋପୀନାଥ ପୁର ଗ୍ରାମର ନାବାଳକ ନିଖୋଜ
ଯୁବକଙ୍କୁ ଟାଣିନେଲା କୁମ୍ଭୀର, ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ...
ଯୁବକଙ୍କୁ ଟାଣିନେଲା କୁମ୍ଭୀର, ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ଘଟିଛି ଅଘଟଣ
ମହାନ ହାସ୍ୟ ଅଭିନେତା ରବି ଶତପଥି ଙ୍କ ପରଲୋକ
ଆରପାରିକୁ ଚାଲିଗଲେ ଯାତ୍ରା ଜଗତର ମହାନ ହାସ୍ୟ ଅଭିନେତା ରବି ଶତପଥି ଓରଫ୍ ପଦୁ ମହାନ୍ତି
ଡ୍ରୋନ୍ ସାହାଯ୍ୟରେ ପହଞ୍ଚିବ ଔଷଧ, ଆଜି ହେବ ଉଦଘାଟନ
ରାୟଗଡ଼ା ଜିଲ୍ଲାର ଦୁର୍ଗମରୁ ଅତି ଦୁର୍ଗମ ଅଂଚଳକୁ ଔଷଧ ପହଞ୍ଚାଇବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଡ୍ରୋନର ସହଯୋଗ ନେବ
ବ୍ରାଉନସୁଗାର କାରବାରରେ ଦାନ୍ତଡାକ୍ତର
ବ୍ରାଉନ ସୁଗାର କାରବାରରେ ଦାନ୍ତ ଡାକ୍ତର। ନିଜେ ଏହି ନିଷିଦ୍ଧ ନିଶା ସେବନ କରୁଥିଲେ, ଏଜେଣ୍ଟ ଜରିଆରେ ବିକ୍ରି ମଧ୍ୟ କରୁଥିଲେ।
୩୫୪୯ ପିଲା ପାଇଲେ ‘ଓଡିଆ ଭାଷା ବୃତ୍ତି’ ପୁରସ୍କାର
ସୁରଭି ୨୦୨୩ କାର୍ୟ୍ୟକ୍ରମର ଉଦ୍ଯାପିତ । ଭୁବନେଶ୍ବରରେ ୩ ଦିନ ଧରି ଏହି କାର୍ୟ୍ୟକ୍ରମ ଚାଲିଥିବା ବେଳେ ଶେଷ ଦିନରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ...
ଆଜିଠୁ ଶ୍ରୀମନ୍ଦିର ନାଟମଣ୍ଡପ ମରାମତି ଓ ନୂଆ ରତ୍ନ ପଲଙ୍କ କାମ ଆରମ୍ଭ
ଶ୍ରୀମନ୍ଦିର ନାଟମଣ୍ଡପର ମରାମତି କାମ ଆଜିଠାରୁ ଭାରତୀୟ ପ୍ରତ୍ନତତ୍ତ୍ୱ ସଂସ୍ଥା -ଏଏସଆଇ ଦ୍ୱାରା ଆରମ୍ଭ ହୋଇଛି
ବଙ୍ଗୋପ ସାଗରରେ ବାତ୍ୟା ‘ମିଧିଲି’
ବଙ୍ଗୋପ ସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ବାତ୍ୟାରେ ପରିଣତ ହୋଇଛି
ଶାସନ ବ୍ୟବସ୍ଥାରେ ସ୍ୱଚ୍ଛତା, ସମାଜରେ ନୈତିକତା ବଜାୟ ରଖିବା ପ୍ରେସ୍ର...
ଆଜିର ସମୟରେ ଗଣମାଧ୍ୟମର ଭୂମିକା ଖୁବ୍ ଗୁରୁତ୍ଵପୂର୍ଣ୍ଣ । ନାଗରିକମାନଙ୍କର ଅଧିକାର ବିଷୟରେ ଗଣମାଧ୍ୟମ କହିଥାଏ









