State

ମିଳିଲା ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ: ଖୋର୍ଦ୍ଧାରେ ହେବ ଶିଳ୍ପାଞ୍ଚଳ...

ଖୋର୍ଦ୍ଧା ଶିଳ୍ପାଞ୍ଚଳ ପୋଲିସ ଆଉଟପୋଷ୍ଟକୁ ଇଣ୍ଡଷ୍ଟ୍ରିଆଲ ଇଷ୍ଟେଟ ପୋଲିସ ଷ୍ଟେସନ ଭାବେ ଉନ୍ନୀତ କରାଯାଇଛି ଏବଂ ଏଥିପାଇଁ ୨୩ଟି ଅତିରିକ୍ତ ପଦବୀ ମଧ୍ୟ ସୃଷ୍ଟି...

ସମ୍ବଲପୁରରେ ବିଜେପିର ୪ଜଣିଆ କେନ୍ଦ୍ରୀୟ ଟିମ

ସମ୍ବଲପୁରରେ ଘଟିଥିବା ହିଂସାକାଣ୍ଡର ତଦନ୍ତ ପାଇଁ ବିଜେପିର ୪ ଜଣିଆ କେନ୍ଦ୍ରୀୟ ଯାଞ୍ଚ ଟିମ୍ ସମ୍ବଲପୁର ଗସ୍ତ କରିଛନ୍ତି।

୫୦ ଲକ୍ଷ ଟଙ୍କାର ଗଂଜେଇ ଜବତ

ମାଛକୁଣ୍ଡ ଥାନା ଅନ୍ତର୍ଗତ ନୁଆପୁଟ ନଦୀଘାଟଠାରୁ ଜିଜେ-୧୯ଏକ୍ସ ୪୬୧୦ ନାମକ ଏକ ସିମେଣ୍ଟ ଟ୍ରକରେ ଗଞ୍ଜେଇ ଗୁଜୁରାଟ ଚୋରା ଚାଲାଣ ହେଉଥିଲା।

ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡାଙ୍କ ଅବସର

ଅବସର ନେଲେ ନେଉଳପୋଇ ଉଚ୍ଚବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶ୍ରୀକାନ୍ତ କୁମାର ପଣ୍ଡା

ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩ ପାଳିତ

ଢେଙ୍କାନାଳ ଜିଲ୍ଲା ପୁରାତନ ଜିଲ୍ଲା ପରିଷଦ ଭବନ ସମ୍ମିଳନୀ କକ୍ଷ ରେ ଜିଲ୍ଲା ଆନ୍ତର୍ଜାତୀୟ ଶ୍ରମ ଦିବସ ୨୦୨୩ ମହା ସମାରୋହରେ ପାଳିତ ହୋଇଯାଇଛି।

ଶିମିଳିପାଳ ଅଭୟାରଣ୍ୟରେ ବିରଳ କଳାବାଘର ମୃତ୍ୟୁ

ଶିମିଳିପାଳ ଅଭୟାରଣ୍ୟରେ ଏକ ବିରଳ କଳା ବାଘର ମୃତ୍ୟୁ ହୋଇଛି ।

ମହାନଦୀ ଜଳ ବିବାଦ, ଟ୍ରିବ୍ୟୁନାଲର ୨ୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ

ମହାନଦୀ ଜଳ ବିବାଦ ପ୍ରସଙ୍ଗରେ ଛତିଶଗଡରେ ଟ୍ରିବ୍ୟୁନାଲ୍ ତାର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ କରିଛି ।

ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ଦୁର୍ଘଟଣା, ଜଣେ ମୃତ

ଅନୁଗୁଳ ହାଇସ୍କୁଲ ସମ୍ମୁଖରେ ସୋମବାର ସକାଳ ଏକ ଟ୍ରକ ଧକ୍କାରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି ।

ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ

ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି ।

ରାଜ୍ୟରେ ପୁଣି କରୋନା ଆତଙ୍କ, ଜଣେ ମୃତ

ଆଜି ରାଜ୍ୟରେ ୨୪ ଘଣ୍ଟାରେ ୨୭୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାେ ଜଣାପଡିଛି ।

ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ

ଆଜି ଶ୍ରୀମନ୍ଦିରରେ ଶମ୍ଭୁ ଏକାଦଶୀ । ହରହରିଙ୍କୁ ଏକତ୍ର ପୂଜାର୍ଚ୍ଚନା କରାଯିବାର ଏହା ହେଉଛି ଅନନ୍ୟ ପରମ୍ପରା ।

ବଡବିଲରେ ବିଚ୍ ରାସ୍ତାରେ ଗୁଳିକାଣ୍ଡ

ବିଚ୍ ରାସ୍ତାରେ ଗୁଳିକାଣ୍ଡ । ବଡବିଲ ଅଞ୍ଚଳରେ ସକାଳୁ ସକାଳୁ ଦୁର୍ବୃତ୍ତଙ୍କ ଗୁଳିମାଡରେ ଜଣଙ୍କର ମୃତ୍ୟୁ ହୋଇଛି ।

ରାଜଭବନ ପରିସରରେ ମନ କି ବାତର ୧୦୦ତମ ଅଧ୍ୟାୟ

ପ୍ରଧାନମନ୍ତ୍ରୀଙ୍କ ମନ କି ବାତର ଐତିହାସିକ ଶହେତମ ଅଧ୍ୟାୟ ପ୍ରସାରଣ ପାଇଁ ଭୁବନେଶ୍ବରସ୍ଥିତ ରାଜଭବନ ପରିସରରେ ସ୍ବତନ୍ତ୍ର ସ୍କ୍ରିନିଂ ବ୍ୟବସ୍ଥା କରାଯାଇଥିଲା...

ତମାଖୁ ନିୟନ୍ତ୍ରଣ କର୍ମଶାଳା ଆୟୋଜିତ 

ତମାଖୁ ସେବନ ସାସ୍ଥ୍ୟପକ୍ଷେ କ୍ଷତିକାରକ, ଏହି ଅବସରରେ ତମାଖୁ ନିୟନ୍ତ୍ରଣ କର୍ମଶାଳା ଢେଙ୍କାନାଳ ପୁରୁଣା ଜିଲ୍ଲାପରିଷଦ ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି

ପୂର୍ବତନ ସୈନିକ ସଂଘ ତରଫରୁ ସାଂସଦଙ୍କୁ ଦାବିପତ୍ର 

ଢେଙ୍କାନାଳର ପୂର୍ବତନ ସୈନିକ ସଂଘ ପକ୍ଷରୁ ସମସ୍ତ ସଦସ୍ୟମାନେ ଆଜି ସକାଳେ ଢେଙ୍କାନାଳ ବଣ୍ଡସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ନିକଟରେ ଏକତ୍ରିତ ହୋଇ ସହୀଦ ହୋଇଥିବା...

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସବ ପାଳିତ 

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡସ୍ଥିତ ମା’ତାରିଣୀଙ୍କ ପୀଠରେ ୧୯ତମ ଜନ୍ମ ବାର୍ଷିକୀ ଉତ୍ସବ ପାଳିତ ହୋଇ ଯାଇଅଛି

ପୁଅର ମୃତ୍ୟୁ ଶୁଣି ଚାଲିଗଲା ବାପାଙ୍କ ଜୀବନ

ତରଭାରେ ମାଲିପଡ଼ାରେ ଏକାସାଙ୍ଗେ ଶଶ୍ମାନରେ ଜଳିଛି ବାପା-ପୁଅଙ୍କ ଶବ।

କାଲିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ

୧ ମେ’ ରୁ ଜୁଲାଇ ୩୧ ଯାଏ କେନ୍ଦ୍ରାପଡ଼ାର ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ ।

ସଜେଇ ହେଉଛି ରାଷ୍ଟ୍ରପତିଙ୍କ ଗାଁ,ମେ’ ୪ରେ ଆସିବେ ଦ୍ରୌପଦୀ ମୁର୍ମୁ

ମେ ୪ରେ ଓଡିଶା ଆସିବେ ରାଷ୍ଟ୍ରପତି ଦୌପ୍ରଦୀ ମୁର୍ମୁ ।

ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ

ରଞ୍ଜନ ଦାସ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ