Mayurbhanj
ବାରିପଦା ମେଡ଼ିକାଲ କଲେଜରେ ଭୟଙ୍କର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ
ବାରିପଦ ମେଡିକାଲ କଲେଜରେ ଭୟାବହ ଅଗ୍ନିକାଣ୍ଡ
ମୟୁରଭଞ୍ଜ ପୋଲିସ କୁ ବଡ ସଫଳତା
ମୟୁରଭଞ୍ଜ ପୋଲିସକୁ ବଡ ସଫଳତା, ୨୧ ଜଣ ଶିକାରୀଙ୍କୁ ଗିରଫ ସହ ୧୬୫ଟି ବନ୍ଧୁକ ଜବତ
ପୁଣି ଶିମିଳିପାଳରୁ ୯ଟି ଦେଶୀ ବନ୍ଧୁକ ଜବତ
ପୁଣି ଶିମିଳିପାଳ ପାଦଦେଶରୁ ୯ଟି ବନ୍ଧୁକ ଜବତ
ଜବତ ହେଲା ୪ ବାଘ ଛାଲ: ୩ ଗିରଫ
ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି
ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନ ମୃତ
ଜଣେ ବ୍ୟକ୍ତିଙ୍କ ଘରର ବିଦ୍ୟୁତ ମିଟରକୁ ଯାଇଥିବା ତାର ସଂଯୋଗ କରିବା ବେଳେ ଅଚାନକ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଲାଇନମ୍ୟାନଙ୍କ ଜୀବନ ଚାଲି ଯାଇଛି।
ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଲେ ଶିକ୍ଷକ
ନିଶାରେ ମାତାଲ ହୋଇ ରାସ୍ତାରେ ଶୋଇଛନ୍ତି ଜଣେ ଶିକ୍ଷକ। ଏଭଳି ଏକ ଅଭାବନୀୟ ତଥା ଲଜ୍ୟାଜନକ ଘଟଣା ଦେଖିବାକୁ ମିଳିଛି
ହାତୀ ଆକ୍ରମଣରେ ବୃଦ୍ଧ ମୃତ୍ୟୁ
ମୟୂରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ରେଞ୍ଜ ଅଞ୍ଚଳରେ ହାତୀ ଉପଦ୍ରବ । ହାତୀ ଉପଦ୍ରବ ଯୋଗୁଁ ଲୋକଙ୍କ ବ୍ୟାପକ ଧନଜୀବନ ହାନୀ ଘଟୁଥିବା ବେଳେ ନିରୀହ ଲୋକଙ୍କୁ ହାତୀ...
ମଣିଷ ଖାଇଲା ମଣିଷ ମାଂସ
ଏମିତି ମଦ ନିଶା ଯେ, ଭୁଲିଗଲେ ହିତାହିତ ଜ୍ଞାନ। ଜଳନ୍ତା ଜୁଇରୁ ଅଧା ପୋଡ଼ା ଶବ ମାଂସ ଖାଇବାକୁ ମଧ୍ୟ ପଛାଇଲେ ନାହିଁ
ବନ୍ଧା ହେଲେ ବାରିପଦା ଉପଜିଲ୍ଲାପାଳ ଅଫିସର ବରିଷ୍ଠ ରାଜସ୍ୱ ସହାୟକ
ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଗିରଫ ହେଲେ ବାରିପଦା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବରିଷ୍ଠ ରାଜସ୍ବ ସହାୟକ ରାମଚନ୍ଦ୍ର ସେନ ।
ଶିମିଳିପାଳ ଅଭୟାରଣ୍ୟରେ ବନ କର୍ମଚାରୀଙ୍କ ମୃତ୍ୟୁ ଘଟଣାରେ କ୍ଷୋଭ...
ଶିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ
ଶିମିଳିପାଳରେ ଶିକାରୀଙ୍କ ଗୁଳିରେ ବନ କର୍ମଚାରୀ ମୃତ
ଶିମିଳିପାଳରେ ପୁଣି ଫୁଟିଲା ଗୁଳି । ଶିକାରୀଙ୍କ ଗୁଳିରେ ଜଣେ ବନ କର୍ମଚାରୀ ପ୍ରାଣ ହରାଇଛନ୍ତି ।
ସଡକ ଦୁର୍ଘଟଣା: ପୁଅ ଆଗରେ ଚାଲିଗଲା ବାପର ଜୀବନ
ସଡକ ଦୁର୍ଘଟଣା ନେଇଗଲା ବାପାର ଜୀବନ ବର୍ତ୍ତିଗଲା ପୁଅ।
ଦ୍ୱିତୀୟ ଶ୍ରୀକ୍ଷେତ୍ର ରଥଯାତ୍ରା ବୈଠକ
ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ରେ ରଥଯାତ୍ରା ପାଇଁ ମିଳିତ ସମନ୍ୱୟ ପ୍ରସ୍ତୁତି ବୈଠକ, ୨୦ଟି ଏଜେଣ୍ଡା ଉପରେ ଆଲୋଚନା
ଶିମିଳିପାଳର ସବୁ ପ୍ରବେଶ ପଥ ସିଲ
ବାରିପଦାରେ ବନରକ୍ଷୀ ବିମଳ ଜେନାଙ୍କୁ ଗଳି କରି ହତ୍ୟା ଘଟଣାରେ ଶିମିଳିପାଳର ସବୁ ପ୍ରବେଶ ପଥ ସିଲ୍ କରାଯାଇଛି ।
ଶିମିଳିପାଳରେ ବନରକ୍ଷୀଙ୍କୁ ଗୁଳି କରି ହତ୍ୟା ଘଟଣା: ୧୦ ଚିହ୍ନଟ
ଶିମିଳିପାଳରେ ଫରେଷ୍ଟ ଗାର୍ଡଙ୍କୁ ଗୁଳି କରି ହତ୍ୟା ଘଟଣାରେ ୱାଇଲଡ ଲାଇଫ ପିସିସିଏଫ ସୁଶୀଲ କୁମାର ପୋପଲି ପ୍ରତିକ୍ରିୟା ରଖିଛନ୍ତି
ବୋହୂର ମାଡରେ ଶାଶୁର ମୃତ୍ୟୁ
ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ।
ଭାଲୁ ଆକ୍ରମଣରେ ଦୁଇ ଆହତ
ମୟୁରଭଞ୍ଜ ଜିଲା ଖୁଣ୍ଟା ଥାନା କରକଚିଆ ଗ୍ରାମକୁ ଗୁରୁବାର ସକାଳେ ଏକ ଭାଲୁ ଚାଲି ଆସିଥିବା ଦେଖି ଗ୍ରାମବାସୀ ଆତଙ୍କିତ ହୋଇପଡିଥିଲେ।
ଭାଉଜଙ୍କୁ ହତ୍ୟା ମାମଲାରେ ଦିଅରକୁ ଆଜୀବନ ଜେଲ
ମୟୂରଭଞ୍ଜ ଅତିରିକ୍ତ ଜିଲ୍ଲା ଓ ଦୌରା ଜଜ୍(୧)ଙ୍କ କୋର୍ଟରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ମାମଲାର ଶୁଣାଣି ହୋଇଛି।