Baleswar
ଲଘୁଚାପ ବର୍ଷା ଯୋଗୁଁ ଶସ୍ତା ହେଲା ଇଲିସି
ଶସ୍ତା ହେଲା ଇଲିଶି, କିଲୋ ୨୫୦ ଟଙ୍କା
ବସକୁ ଧକ୍କା ଦେଲା ଟ୍ରକ, ୩୭ ବସ୍ ଯାତ୍ରୀ ଆହତ
ବାଲେଶ୍ବର ଜିଲ୍ଲା ଜଳେଶ୍ଵର ୧୬ ନମ୍ବର ଜାତୀୟ ରାଜପଥର ଆମ୍ବଳିଅଠା ବ୍ରିଜ ନିକଟରେ ଭୁବନେଶ୍ୱରରୁ କୋଲକାତା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଗତକାଲି ବିଳମ୍ବିତ...
ବାହାନଗା ଟ୍ରେନ୍ ଟ୍ରାଜେଡି, ୭ ରେଳ କର୍ମଚାରୀ ନିଲମ୍ବିତ
ବାହାନଗା ଟ୍ରେନ୍ ଟ୍ରାଜେଡି । ୭ ରେଳ କର୍ମଚାରୀ ନିଲମ୍ବିତ । ଗିରଫ ୩ କର୍ମଚାରୀଙ୍କ ସହ ୭ ଜଣ ସସପେଣ୍ଡ୍
ବାଲେଶ୍ବର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ
ବାଲେଶ୍ଵର ଜିଲ୍ଲା ବିଜେଡି କମିଟି ପୁନର୍ଗଠିତ ହୋଇଛି। ଅଶ୍ୱିନୀ କୁମାର ପାତ୍ର ଜିଲ୍ଲା ବିଜେଡି ସଭାପତି ହୋଇଛନ୍ତି ।
ଟ୍ରାକରେ କଟି ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ଟ୍ରେନ ରୁ ଖସି ଚାଲିଗଲା ଦୁଇ ଯୁବକଙ୍କ ଜୀବନ
ବାହାନଗା ଟ୍ରାଜେଡି: ୩ ଗିରଫ
୩ ଜଣଙ୍କୁ ସିବିଆଇ ଗିରଫ କରିଥିବା ସୂଚନା । ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତି ଗିରଫ
ମୁହାଁମୁହିଁ ପିଟିହେଲା ଦୁଇଟି ବସ୍:ଡ୍ରାଇଭର ସମେତ ୧୫ ଆହତ
ମୁହାଁମୁହିଁ ପିଟିହେଲା ଦୁଇଟି ବସ୍ । ଦୁର୍ଘଟଣାରେ ୧୫ ଜଣ ଆହତ ହୋଇଛନ୍ତି । ବାଲେଶ୍ୱର ସଦର ଥାନା ତାମୁଳିଆ ବ୍ରିଜ ନିକଟରେ ଏହି ଦୁର୍ଘଟଣା ହୋଇଛି
ବାହାନଗା ରେଳ ଦୁର୍ଘଟଣା ମନ୍ୟୁଷକୃତ ତ୍ରୁଟି
ସିବିଆଇ ତଦନ୍ତ ଚାଲିଥିବାରୁ ଯଦିଓ ରେଳ ସୁରକ୍ଷା କମିସନରଙ୍କ ରିପୋର୍ଟ ସାର୍ବଜନୀନ ହୋଇନାହିଁ, କିନ୍ତୁ ଏହାକୁ ନେଇ ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା ଜୋର୍ ଧରିଛି।...
ବାହାନଗା ଟ୍ରେନ୍ ଦୁର୍ଘଟଣା: ଆସିଲା ୨୯ଜଣଙ୍କ ଡିଏନଏ ରିପୋର୍ଟ
ବାଲେଶ୍ୱର ଜିଲ୍ଲା ବାହାନଗାରେ ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ଆଉ ୨୯ ମୃତଦେହ ଚିହ୍ନଟ ହୋଇଛି।
ବାହାନଗା ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୨୯୩ରେ ବୃଦ୍ଧି
ବାଲେଶ୍ୱର ବାହାନଗା ଟ୍ରେନ ଦୁର୍ଘଟଣାଗ୍ରସ୍ତଙ୍କ ମଧ୍ୟରୁ ଏସ୍ସିବି ଡାକ୍ତରଖାନାରେ ଚିକିତ୍ସାଧୀନ ଆଉ ଜଣେ ଗୁରୁତରଙ୍କର ମୃତ୍ୟୁ ଘଟିଛି
ଥାନା ଅଧିକାରୀଙ୍କ କାର ଅଟୋକୁ ପଛପଟୁ ପିଟିଲା, ଦୁଇ ଆହତ
ବାଲେଶ୍ୱର ଜିଲ୍ଲା ସଦର ଥାନା କୁରୁଡ଼ା ସର୍ଭିସ ରୋଡ଼ରେ ଅଟୋକୁ ପଛପଟୁ ପିଟିଲା କାର ।
ବାହାନଗା ରେଳ ଦୁର୍ଘଟଣା: ୪ ବରିଷ୍ଠ ଅଧିକାରୀଙ୍କୁ ବଦଳି
ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାର ୨୧ଦିନ ପରେ ଗୁରୁବାର ରେଳ ବୋର୍ଡ ପକ୍ଷରୁ ବଡ଼ ପଦକ୍ଷେପ ନିଆଯାଇଛି ।
ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍
ବାଲେଶ୍ବର ଜିଲ୍ଲା ବସ୍ତାରେ ହେବ ହାଇଜେନିକ୍ ଫିସ୍ ମାର୍କେଟ୍ ଉପକୃତ ହେବେ ମତ୍ସ୍ୟଜୀବୀ
ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା
ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମନ୍ତେ ବାଲେଶ୍ୱରର ତିନି ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଂଜୁର କଲେ ମୁଖ୍ୟମନ୍ତ୍ରୀ
ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ୫-ଟି ସଚିବ
ବାଲେଶ୍ୱର ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ୫-ଟି ସେକ୍ରେଟାରି ଭି.କେ ପାଣ୍ଡିଆନ ।
ଏସସିବିରେ ଆଉ ଜଣେ ଯାତ୍ରୀ ମୃତ, ଟ୍ରେନ ଟ୍ରାଜେଡିରେ ମୃତ୍ୟୁସଂଖ୍ୟା...
ବାହାନଗା ଟ୍ରେନ ଦୁର୍ଘଟଣାରେ ଆହତ ଆଉ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି।
ବାହାନଗା ଟ୍ରେନ ଦୁର୍ଘଟଣା: ମୃତକଙ୍କ ସଂଖ୍ୟା ୨୯୧ରେ ପହଞ୍ଚିଲା
ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାର ଆଉ ଜଣେ ଆହତଙ୍କର ଶନିବାର ଏସ୍ସିବି ମେଡିକାଲରେ ମୃତ୍ୟୁ ଘଟିଛି ।
ବାହାନଗା ଟ୍ରେନ ଦୁର୍ଘଟଣା ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି
ବାହାନଗା ଟ୍ରେନ ଟ୍ରାଜେଡିରେ ମୃତ୍ୟୁ ସଂଖ୍ୟା ୨୯୦କୁ ବୃଦ୍ଧି ପାଇଛି।
ବାକି ଟଙ୍କା ନଦେବାରୁ ଯୁବକଙ୍କୁ ଭୁଜାଲି ଭୁସି ଦେଲେ
ବାଲେଶ୍ବର ଜିଲ୍ଲା ଜଳେଶ୍ୱର ଥାନା କୋଟସାହି ପଞ୍ଚାୟତର ବାଗ ଗାଁରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି।
ବାପପୁଅଙ୍କୁ ହତ୍ୟାକଲା ପୁତୁରା
ବିଳମ୍ବିତ ରାତିରେ ଗୋଡାଇ ଗୋଡାଇ ବାପପୁଅକୁ କଟୁରିରେ ହାଣିଲା ପୁତୁରା