ରାହୁଲଙ୍କ ୫ ପ୍ରତିଶ୍ରୁତି

ରାହୁଲଙ୍କ ୫ ପ୍ରତିଶ୍ରୁତି

କ୍ଷମତାକୁ ଆସିଲେ ୫ଟି ପ୍ରତିଶ୍ରୁତି ପାଳନ କରିବ କଂଗ୍ରେସ । ରାହୁଲ ଗାନ୍ଧିଙ୍କ ୫ ପ୍ରତିଶ୍ରୁତି ନେଇ ଶରତ ରାଉତ, ପଞ୍ଚାନନ କାନୁନଗୋଙ୍କ ସୂଚନା । ଦେଶର ୩୦ ଲକ୍ଷ ଯୁବକ ଯୁବତୀଙ୍କୁ ନିଯୁକ୍ତ ଦିଆଯିବ । ପ୍ରତି ଜିଲ୍ଲା ପାଇଁ ୫ ହଜାର କୋଟିର କର୍ପସ ଫଣ୍ଡ ରହିବ । ଡିଗ୍ରୀ ଡିପ୍ଲୋମା ପିଲାଙ୍କ ପାଇଁ ଆପ୍ରେଣ୍ଡିସ୍ ବ୍ୟବସ୍ଥା ହେବ ।

ଇ-ବିଜ୍‌ନେସ୍‌ରେ ରୋଜଗାର ବଢାଇବାକୁ ଆଇନ ଅଣାଯିବ । ପ୍ରଶ୍ନପତ୍ର ଲିକ୍ ରୋକିବାକୁ ପଦକ୍ଷେପ ନିଆଯିବ ।