ଏସିଡ୍ ପାଣି ଲିକ୍ ରେ ମାଛ ମଲେ

ସାହାରା ମତ୍ସଢିହା ନଦୀ ଜଳ ପ୍ରଦୂଷିତ, ଏବେ ଆରମ୍ଭ ମାତ୍ର , ଆଗକୁ ବିପୁଳ ମାଛ ମରିବା ନେଇ ଆଶଙ୍କା,

ଏସିଡ୍ ପାଣି ଲିକ୍ ରେ ମାଛ ମଲେ

ନଦୀରେ ଏସିଡ୍ ପାଣି ମିଶି ମାଛ ମଲେ,ସାହାରା ମତ୍ସଢିହା ନଦୀ ଜଳ ପ୍ରଦୂଷିତ, 
ଏବେ ଆରମ୍ଭ ମାତ୍ର , ଆଗକୁ ବିପୁଳ ମାଛ ମରିବା ନେଇ ଆଶଙ୍କା,
ପିପିଏଲ୍ ରୁ ଏସିଡ୍ ପାଣି ଲିକ୍ ହେଉଥିବା ସୁଚନା,
ପାଚେରୀ ପାଖରୁ ଏସିଡ୍ ପାଣି ଲିକ୍ ହୋଇ ନଦୀ ଜଳରେ ମିଶୁଛି,
କ୍ଷତିପୂରଣ ପାଇଁ ମତ୍ସ୍ୟଜୀବୀ ଙ୍କ ସଜବାଜ

ସମ୍ପୂର୍ଣ୍ଣ ଖବର ......ଦେଖନ୍ତୁ ଭିଡିଓ ରେ .....