ବିଜେଡି ଗଡରେ ଫୁଟିଲା ପଦ୍ମ
ପୁରୀ ଜିଲ୍ଲା ପରିଷଦ ଜୋନ୍ -୧୧ ଉପନିର୍ବାଚନରେ ବିଜେପି ବିଜୟୀ । ବିଜେପି ପ୍ରାର୍ଥୀ ପ୍ରମୋଦ ରାୟ ୧୭୬ ଭୋଟ ବ୍ୟବଧାନରେ ବିଜୟୀ । ବିଜେଡି ପ୍ରାର୍ଥୀ ଭାଗିରଥି ସେନାପତିଙ୍କୁ ହରାଇଲେ ପ୍ରମୋଦ ରାୟ । ଧମେନ୍ଦ୍ର ସାହୁଙ୍କ ମୃତ୍ୟୁ ପରେ ଜୋନ୍୧୧ରେ ଉପନିର୍ବାଚନ ହୋଇଥିଲା ।








