ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଇଛି ପ୍ରଥମ ‘ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩’। ଏହା ସହିତ ଅନୁଷ୍ଠିତ ହେଇଛି କୃଷି ଯନ୍ତ୍ରପାତି ମେଳା।

ସମ୍ବଲପୁର ଜିଲ୍ଲାରେ ଆରମ୍ଭ ହେଇଛି ପ୍ରଥମ ‘ପଶ୍ଚିମ ଓଡ଼ିଶା କୃଷି ମେଳା ୨୦୨୩’।

ଏହା ସହିତ ଅନୁଷ୍ଠିତ ହେଇଛି କୃଷି ଯନ୍ତ୍ରପାତି ମେଳା।

ଚାଷୀ ଭାଇ ଓ ଭଉଣୀମାନ ଏହି ମେଳାରେ ଭାଗ ନେବା ପାଇଁ କୃଷି ବିଭାଗ ପକ୍ଷରୁ ନିବେଦନ କରା ଯାଇଛି