ଭୂତମୁଣ୍ଡାଇ ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବାଇକକୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରକ, ଘଟଣା ସ୍ଥଳରେ ବାଇକ ଆରୋହୀ ର ମୃତ୍ୟୁ

ପାରାଦୀପ ଲକଥାନା ଅଧିନସ୍ଥ ଭୂତମୁଣ୍ଡାଇ ବଜାର ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

ବାଇକକୁ ଧକ୍କା ଦେଇ ଘୋଷାଡି ନେଲା ଟ୍ରକ

ଘଟଣା ସ୍ଥଳରେ ବାଇକ ଆରୋହୀ ର ମୃତ୍ୟୁ

ମୃତକ ହେଲେ ଭୂତମୁଣ୍ଡାଇ ଗ୍ରାମର ରାଜ କିଶୋର ମଲ୍ଲିକ

ସ୍ଥାନିୟ ଲୋକଙ୍କ ଦ୍ବାରା ରାସ୍ତା ଅବରୋଧ

ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତନାଘନା

Report By - Lala Binay Kumar Ray