Tag: #odisha news makers
ନୂଆପଡା ଗସ୍ତରେ ୫ଟି ସଚିବ
ନୂଆପଡ଼ା ଗସ୍ତରେ ୫ଟି ସଚିବ ଭି.କେ. ପାଣ୍ଡିଆନ୍ । ଜିଲ୍ଲାର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି
ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି ମହାତ୍ମାଙ୍କ ନୀତି ଆଦର୍ଶ: ମୋଦୀ
ହିରୋସୀମାରେ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରିବା ସହ ମହାତ୍ମାଙ୍କ ନୀତି ଆଦର୍ଶ ବିଶ୍ବକୁ ଶାନ୍ତିର ମାର୍ଗ ଦେଖାଉଛି।
ନୋଟ୍ ବଦଳାଇବାକୁ ଆଇଡି ଦରକାର ନାହିଁ: ଏସବିଆଇ
୨ ହଜାର ଟଙ୍କିଆ ନୋଟ୍ ବଦଳ ନେଇ ଏସବିଆଇ ପକ୍ଷରୁ ସୂଚନା ଜାରି କରାଯାଇଛି
ବୋହୂର ମାଡରେ ଶାଶୁର ମୃତ୍ୟୁ
ବୋହୂର ମାଡରେ ଶାଶୁର ମୃତ୍ୟୁ। ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ମୟୁରଭ ଜିଲ୍ଲା ଚାନ୍ଦୁଆ ଥାନା ପୋଡାଡିହା ଗ୍ରମାରେ।
ନୂଆ ସଂସଦ ଭବନର ଉଦଘାଟନ୍ ନେଇ ତେଜିଲା ରାଜନୀତି
ଆସନ୍ତା ୨୮ ତାରିଖରେ ଉଦଘାଟିତ ହେବାକୁ ଯାଉଛି ଦେଶର ନୂଆ ସଂସଦ ଭବନ
ବାଇକ ଧକ୍କାରେ ବୃଦ୍ଧ ଗୁରୁତର
ବୌଦ୍ଧ ଜିଲ୍ଲା ବାଉଁଶୁଣି ନିକଟରେ ଏକ ଅଜଣା ବାଇକ ଧକ୍କାରେ ଜଣେ ବୃଦ୍ଧ ଗୁରୁତର ଆହତ ହୋଇଛନ୍ତି ।
ଆସନ୍ତାକାଲି ନୂଆ ମନ୍ତ୍ରୀଙ୍କ ଶପଥ ଗ୍ରହଣ ସମାରୋହ
ଆସନ୍ତାକାଲି ହେବ ରାଜ୍ୟ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ।
ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟ କିରାଣୀ
ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସାଳୟର କିରାଣୀ
ବିରୁଡ଼ି ଆକ୍ରମଣରେ କୁଡୁତାଇ ସରପଞ୍ଚଙ୍କ ମୃତ୍ୟୁ
ବିରୁଡ଼ି ଆକ୍ରମଣରେ ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ବ୍ଲକ୍ କୁଡୁତାଇ ସରପଞ୍ଚ ସନତ କୁମାର ପ୍ରଧାନ (୩୮)ଙ୍କ ମୃତ୍ୟୁ ଘଟିଛି।
ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଲାଇନଚୁତ୍ୟ
ଅପ୍ ହାୱଡା-ପୁରୀ ସୁପର୍ ଫାଷ୍ଟ ଏକ୍ସପ୍ରେସ ଲାଇନ୍ ଚୁତ୍ୟ
୬ ଏମ୍ସରେ ନଗଦ ବିହୀନ ଚିକିତ୍ସା ସୁବିଧା
ଏମ୍ସ ଭୁବନେଶ୍ବର ସମେତ ଏମ୍ସ ଭୋପାଳ, ପାଟଣା, ଯୋଧପୁର, ରାୟପୁର ଏବଂ ଋଷିକେଶରେ ନଗଦ ବିହୀନ ଚିକିତ୍ସା ସୁବିଧା ମିଳିପାରିବ।