Tag: Maa samaleswari

Sambalpur

ସମଲେଶ୍ୱରୀ ମନ୍ଦିର ଗର୍ଭ ଗୃହ ପାଇଁ ଅସମ୍ଭାଳ ହେଲାଣି ଧୂଆଁ

ଧୂଆଁରେ ଗର୍ଭଗୃହର କାନ୍ଥ ଓ ଛାତର ଭିତର ଅଂଶସବୁ କଳା ପଡିଗଲାଣି । ସମଲେଶ୍ଵରୀଙ୍କ ରୂପାର ପରଭା ବି ଧୀରେ ଧୀର କଳା ପଡ଼ିଯାଉଛି