Tag: kalahandi
ମାଣିକେଶ୍ବରୀଙ୍କ ଛତର ଯାତ୍ରା: ପୁଣି ପଶୁବଳି
ଆଜି ଭବାନୀପାଟଣାରେ କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ବରୀଙ୍କ ବିଜୟ ଛତର ଯାତ୍ରା ଅନୁଷ୍ଠିତ ହେଉଛି
ସମାରୋହରେ ପାଳିତ ହେଲା ପାଣି ପଞ୍ଚାୟତ ପକ୍ଷ
କଳାହାଣ୍ଡି ଜିଲ୍ଲା ବହୁମୁଖି ଇନ୍ଦ୍ରାବତୀ ଜଳବିଦ୍ୟୁତ ପ୍ରକଳ୍ପ ଡାହାଣ କେନାଲ ଅଧିନସ୍ତ ଚାଷୀ ମାନଙ୍କୁ ନେଇ ଆଜି ଜୁନାଗଡ଼ ବ୍ଳକ ଅନ୍ତର୍ଗତ ଚିଲିଗୁଡା ଠାରେ...
ବଦଳିଲା କଳାହାଣ୍ଡି ବିଶ୍ୱବିଦ୍ୟାଳର ନାଁ
ବର୍ତ୍ତମାନ ଏହା ମା' ମାଣିକେଶ୍ୱେରୀ ବିଦ୍ୟାଳୟ, ଭବାନୀପାଟଣା ନାମରେ ପରିଚିତ ହେବ ।
ଭବାନୀପାଟଣା ସେକ୍ସ ରାକେଟ୍ ଘଟଣା: ଦଲାଲ ଗିରଫ
କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରାମନଗରପଡ଼ାରେ ଏକ ସେକ୍ସ ରାକେଟ ଉପରେ ଚଢ଼ଉ କରି ଟାଉନଥାନା ପୁଲିସ ଜଣେ ଦଲାଲ ଓ ଦୁଇଜଣ ବଙ୍ଗୀୟ ମହିଳାଙ୍କୁ ଥାନାରେ ଅଟକ ରଖିଥିଲା
ଦୁଇଦିନିଆ କଳାହାଣ୍ଡି ଗସ୍ତରେ 5T ସଚିବ
ଗ୍ରାଉଣ୍ଡରେ ବିକାଶର ଅନୁଧ୍ୟାନ ସହ ଲୋକଙ୍କ ସମସ୍ୟା ପଚାରି ବୁଝୁଛନ୍ତି
ଗଞ୍ଜେଇ ଚୋରା ଚାଲଣ: ୩ ଗିରଫ
କଳାହାଣ୍ଡି ୨୬ ନମ୍ବର ଜାତୀୟ ରାଜପଥରେ ଚାଲିଛି ଗଞ୍ଜେଇ କାରବାର । ଗଞ୍ଜେଇ ଚୋରା ଚାଲାଣ ବେଳେ ୩ ଜଣିଆ ରାକେଟକୁ ଗିରଫ କରିଛି ଅବକାରୀ ବିଭାଗ ।