Posts
ଭୟାବହ ଅଗ୍ନିକାଣ୍ଡ; ଜଳିଗଲା ପ୍ଲାଷ୍ଟିକ୍ ସ୍କ୍ରାପ୍ ଗୋଦାମ
ସ୍ଥାନୀୟ ଲୋକେ ଏହା ଦେଖି ଗୋଦାମ ମାଲିକଙ୍କୁ ଖବର ଦେବା ସହ ଅଗ୍ନିଶମ ବାହିନୀକୁ ଜଣାଇଥିଲେ।
ଶ୍ରୀମନ୍ଦିରରେ ପୋଢ଼ୁଆଁ ହେବେ ଶ୍ରୀବିଗ୍ରହ
ମା'ମାନେ ଷଠୀ ଦେବୀଙ୍କର ପୂଜା ଅର୍ଚ୍ଚନା କରିବା ସହ ଜ୍ୟେଷ୍ଠ ସନ୍ତାନକୁ ନୂତନ ବସ୍ତ୍ର ପିନ୍ଧାଇ ଫୁଲଚନ୍ଦନରେ ବନ୍ଦାପନା କରିଛନ୍ତି।
ଶନିବାର ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ
ଶନିବାର ଅପରାହ୍ନରେ ବସିବ ରାଜ୍ୟ ମନ୍ତ୍ରୀ ପରିଷଦର ଗୁରୁତ୍ୱପୂର୍ଣ୍ଣ ବୈଠକ
ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍
ସୁନ୍ଦରଗଡ଼ ଗଣହତ୍ୟା ମାମଲା ; ୭ ଅଭିଯୁକ୍ତ ଗିରଫ
ସୁନ୍ଦରଗଡ଼ ଗଣହତ୍ୟା ମାମଲାରେ ୭ ଅଭିଯୁକ୍ତଙ୍କୁ ଗିରଫ କଲା ସୁନ୍ଦରଗଡ ପୋଲିସର ସ୍ଵତନ୍ତ୍ର ଟିମ୍
ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ
ଆଦିବାସୀ ଭାଷା ସଂସ୍କୃତିକୁ ସୁରକ୍ଷିତ ରଖିବା ପାଇଁ ପ୍ରତିଷ୍ଠା ହେବ ଲ୍ୟାଙ୍ଗୁଏଜ୍ ଲ୍ୟାବ
ପିଏମ ମୋଦୀଙ୍କ ୫ ଦିବସୀୟ ବିଦେଶ ଯାତ୍ରା
ଏହା ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗସ୍ତର ଶେଷ ପର୍ଯ୍ୟାୟରେ ଗୁୟାନା ପହଞ୍ଚିଥିଲେ। ଏଠାରେ ସେ ୯ ଟି ଦ୍ୱିପାକ୍ଷିକ ବୈଠକରେ ଭାଗ ନେଇଥିଲେ ।
ବବି ଦାସଙ୍କ ଭାଇଙ୍କ ନାଁରେ ଏତଲା
ସେପଟେ ଘଟଣାକୁ ନେଇ ପ୍ରତିକ୍ରିୟା ରଖିଥିଲେ, ବବି ଦାସଙ୍କ ଭାଇ ଭବପ୍ରକାଶ ଦାସ ଓରଫ୍ ଲଲ ।
ତେଜିଲା ମନୋଜ ଓ ବବି କଳି, ଡିସିପି ଅଫିସରେ ହାତାହାତି ହେଲେ ଆକ୍ଟର-ଡାଇରେକ୍ଟର
ସେପଟେ ମନୋଜ ଜଣେ ଅଭିନେତା, ତେଣୁ ଡିସିପିଙ୍କ ଆଗରେ ଅଭିନୟ କଲେ ବୋଲି ଯୁକ୍ତି ବାଢିଛନ୍ତି ବବି ଇସଲାମ ଓ ଜ୍ୟୋତି ଦାଶ ।
ଓଡ଼ିଶାରେ ପ୍ରତିଷ୍ଠା ହେବ ପ୍ରାଣୀସମ୍ପଦ ବିଶ୍ୱବିଦ୍ୟାଳୟ
ମଧୁର ମାଛ ଉତ୍ପାଦନରେ ଦେଶରେ ଓଡ଼ିଶା ଚତୁର୍ଥ ସ୍ଥାନରେ ରହି ଆତ୍ମନିର୍ଭର ହୋଇପାରିଛି ।
କାହିଁକି ନୀରବ ନବୀନ
ଓଡ଼ିଶାର ଦୁଇ ପ୍ରମୂଖ ବିରୋଧୀ ଦଳ ଯଥା ବିଜେଡି ଓ କଂଗ୍ରେସ ଅଧିକ ଶୃଙ୍ଖଳିତ ହେବା ପରିବର୍ତ୍ତେ ବିଶୃଙ୍ଖଳା ପରିସ୍ଥିତି ଦେଇ ଗତି କରୁଛନ୍ତି
ଓଡ଼ିଶାରେ ହେବ ପେଟ୍ରୋ କେମିକାଲ୍ସ କମ୍ପ୍ଲେକ୍ସ
ସେମିକଣ୍ଡକ୍ଟର କ୍ଷେତ୍ରକୁ ସରକାର ପ୍ରାଥମିକତା ଦେଉଛନ୍ତି । ସିଙ୍ଗାପୁର ସହ ସହଭାଗିତା ବୃଦ୍ଧି ପାଇଁ ସରକାର ଯୋଜନା କରିଛନ୍ତି।
ମହତାବ ଓଡ଼ିଶାର ସର୍ଦ୍ଧାର ପଟେଲ:ମୁଖ୍ୟମନ୍ତ୍ରୀ
ଦିଲ୍ଲୀସ୍ଥିତ ବିଜ୍ଞାନ ଭବନରେ ଗୁରୁବାର ଉକ୍ରଳ କେଶରୀ ହରେକୃଷ୍ଣ ମହତାବଙ୍କ ୧୨୫ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି
ବିଜେଡି ପୁଣି ସରକାରକୁ ଫେରିବା ଅବାସ୍ତବ କଥା: ବଦ୍ରିନାରାୟଣ ପାତ୍ର
ବିଜେଡି ୫ ବର୍ଷ ପୂର୍ବରୁ ପୁଣି କ୍ଷମତାକୁ ଫେରିବା ନେଇ ପୂର୍ବରୁ ଅନେକ ନେତାଙ୍କ ବୟାନ ସାମ୍ନାକୁ ଆସି ସାରିଛି
ଜେଲ୍ ଗଲେ ୧୦ ଅଭିଯୁକ୍ତ : ହିମାଂଶୁ ସାହୁଙ୍କୁ ଆକ୍ରମଣ ଘଟଣା
ବବି ଦାସଙ୍କ ସମର୍ଥକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି
ଆସନ୍ତା କାଲି ଭଙ୍ଗାଯିବ ବୈକୁଣ୍ଠ ଧାମ
ବହୁ ଚର୍ଚ୍ଚିତ ବାବା କାଶୀନାଥଙ୍କ ବୈକୁଣ୍ଠ ଧାମ ଉପରେ ଆସନ୍ତା କାଲି ଚାଲିବ ବୁଲଡୋଜର








