ସିଇଓଙ୍କୁ ପୁଣି ବିଜେଡିର ଫେରାଦ
ପରାଜୟ ଭୟରେ ଗୋଟାଏ ପରେ ଗୋଟାଏ ପରେ ଗୋଟାଏ ଭୁଲ କରି ଚାଲିଛି ବିଜେପି

ପରାଜୟ ଭୟରେ ଗୋଟାଏ ପରେ ଗୋଟାଏ ପରେ ଗୋଟାଏ ଭୁଲ କରି ଚାଲିଛି ବିଜେପି । ଆଇନ ଉଲ୍ଲଂଘନ କରିବା ଯେପରି ବିଜେପିର ଅଭ୍ୟାସରେ ପରିଣତ ହେଲାଣି । ଏହା ବିରୋଧରେ ଦୃଢ ପଦକ୍ଷେପ ନେବାକୁ ସିଇଓଙ୍କ ପାଖରେ ପ୍ରାର୍ଥନା କରିଆସୁଛି ବିଜେଡି । ଏହା ଭିତରେ ବିଜେପି ବିରୋଧରେ ବିଜେଡି ଗୁରୁବାର ପୁଣି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛି ।