ଆସିଲା ବିଜେପି ପ୍ରାର୍ଥୀ ତାଲିକା
ଲୋକସଭା ନିର୍ବାଚନ ୨୦୨୪ ପାଇଁ ରବିବାର ନିଜ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି, ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି

ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କଲା ବିଜେପି
ଭୁବନେଶ୍ବର : ଓଡ଼ିଶା ପାଇଁ ପ୍ରାର୍ଥୀ ତାଲିକା ଜାରି କରିଛି ଭାରତୀୟ ଜନତା ପାର୍ଟି । ଲୋକସଭା ନିର୍ବାଚନ ୨୦୨୪ ପାଇଁ ରବିବାର ନିଜ ପଞ୍ଚମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି ବିଜେପି ।
ଏହି ତାଲିକାରେ ଓଡ଼ିଶା ନାଁ ମଧ୍ୟ ସାମିଲ ଅଛି । ରାଜ୍ୟରେ ୧୮ଟି ଲୋକସଭା ସଂସଦୀୟ କ୍ଷେତ୍ର ପାଇଁ ଦଳ ନାଁ ଘୋଷଣା କରିଛି ।
୦୧ . ବରଗଡ଼-ପ୍ରଦୀପ ପୁରୋହିତ
୦୨ . ସୁନ୍ଦରଗଡ଼-ଜୁଏଲ ଓରାମ
୦୩ . ସମ୍ବଲପୁର ଧର୍ମେନ୍ଦ୍ର ପ୍ରଧାନ
୦୪ . କେନ୍ଦୁଝର-ଅନନ୍ତ ନାଏକ
୦୫ . ମୟୂରଭଞ୍ଜ-ନବ ଚରଣ ମାଝୀ
୦୬ . ବାଲେଶ୍ଵର-ପ୍ରତାପ ଷଡ଼ଙ୍ଗୀ
୦୭ . ଭଦ୍ରକ-ଅଭିମନ୍ୟୁ ସେଠୀ
୦୮ . ଢେଙ୍କାନାଳ-ରୁଦ୍ର ନାରାୟଣ ପାଣି
୦୯ . ବଲାଙ୍ଗିର-ସଂଗୀତା ସିଂହଦେଓ
୧୦. କଳାହାଣ୍ଡି-ମାଳବିକା କେଶରୀ ଦେବ
୧୧. ନବରଙ୍ଗପୁର-ବଳଭଦ୍ର ମାଝୀ
୧୨. କେନ୍ଦ୍ରାପଡା-ବୈଜୟନ୍ତ ପଣ୍ଡା
୧୩. ଜଗତସିଂହପୁର-ବିଭୁପ୍ରସାଦ ତରାଇ
୧୪. ପୁରୀ-ସମ୍ବିତ ପାତ୍ର
୧୫. ଭୁବନେଶ୍ଵର-ଅପରାଜିତା ଷଡଙ୍ଗୀ
୧୬. ଆସ୍କା-ଅନୀତା ଶୁଭଦର୍ଶିନୀ
୧୭. ବ୍ରହ୍ମପୁର - ପ୍ରଦୀପ ପାଣିଗ୍ରାହୀ
୧୮. କୋରାପୁଟ-କାଲେରାମ ମାଝୀ
କଟକ, ଯାଜପୁର ଓ କନ୍ଧମାଳ ପାଇଁ ପ୍ରାର୍ଥୀ ଘୋଷଣା ବାକି