ନଦୀକୁ ଖସିଲା ଟ୍ରାକ୍ଟର: ଜଣେ ମୃତ
ବ୍ରିଜ ଉପରୁ ନଦୀକୁ ଖସିଲା ଟ୍ରାକ୍ଟର ଫଳରେ ଜଣେ ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି ।
ବ୍ରିଜ ଉପରୁ ନଦୀକୁ ଖସିଲା ଟ୍ରାକ୍ଟର ଫଳରେ ଜଣେ ମୃତ ହୋଇଥିବା ଖବର ସାମ୍ନାକୁ ଆସିଛି । ଘସିପୁରା ଥାନା ବରଡିପାଳ ନିକଟରେ ରେମାଳ ନଦୀ ଉପରୁ ଖସିଲା ଟ୍ରାକ୍ଟର ।








