ଶିମିଳିପାଳରେ ବାଘ ଫାଇଟ୍

ଶିମିଳିପାଳରେ ଦୁଇ ମହାବଳ ବାଘ ମଧ୍ୟରେ ଫାଇଟ୍ ହୋଇଛି ।

ଶିମିଳିପାଳରେ ବାଘ ଫାଇଟ୍

ଶିମିଳିପାଳରେ ବାଘ ଫାଇଟ୍ । ଶିମିଳିପାଳରେ ଦୁଇ ମହାବଳ ବାଘ ମଧ୍ୟରେ ଫାଇଟ୍ ହୋଇଛି । ୨ ବାଘଙ୍କ ମଧ୍ୟରେ ଫାଇଟ୍‌ ହୋଇଥିବା ଅଭୟାରଣ୍ୟ ପକ୍ଷରୁ ସୂଚନା ରହିଛି । ଅଞ୍ଚଳ ଦଖଲ ପାଇଁ ୨ ବାଘ ପରସ୍ପର ମଧ୍ୟରେ ଲଢ଼େଇ କରିଥିଲେ । ଲଢ଼େଇରେ ଜିତିଥିବା ବାଘ ମଥାରେ କଳା ଚିହ୍ନ ଥିବା କହିଲେ କର୍ତ୍ତୃପକ୍ଷ । ଏହାସହ ଲଢ଼େଇରେ ଜିତିଥିବା ବାଘର ଫଟୋ ପୋଷ୍ଟ କଲେ ଅଭୟାରଣ୍ୟ କର୍ତ୍ତୃପକ୍ଷ ।