ସାଲେପୁର ରେ ଅଚାନକ ଲାଗୁଛି ନିଆଁ , ଭୟଭୀତ ପରିବାର ଓ ଅଞ୍ଚଳ ବାସୀ ,

ସାଲେପୁର ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ଭିଟିମୁଣ୍ଡା ସାରଙ୍ଗ ଗ୍ରାମର ପୁରଷୋତ୍ତମ ନାୟକଙ୍କ ଘରେ, କିଛି ବୁଝିବା ଆଗରୁ ଲାଗୁଛି ନିଆଁ l 

ସାଲେପୁର ରେ ଅଚାନକ ଲାଗୁଛି ନିଆଁ , ଭୟଭୀତ ପରିବାର ଓ ଅଞ୍ଚଳ ବାସୀ ,

ଆମେ ଅନେକ ଦୈବିକ ଓ ଆଲୌକିକ କଥା ଶୁଣିଛୁ ଏବଂ ଦେଖିଛୁ । କେତେକ ଦୃଶ୍ୟ ବିଶ୍ୱାସ ଓ ଅବିଶ୍ୱଆସ କରୁ । ଆଜିର ଯୁଗରେ ବିଜ୍ଞାନ ଅଗ୍ରଗତି କରୁଥିଲେ ମଧ୍ୟ ଆମେ ଦେଖିବାକୁ ପାଇଥିଲୁ କିଛି ଆଶ୍ଚର୍ଯ୍ୟ ଜନକ ଦୃଶ୍ୟ । ସାଲେପୁର ନିର୍ବାଚନ ମଣ୍ଡଳୀ ଟାଙ୍ଗୀ ବ୍ଲକ ଭିଟିମୁଣ୍ଡା ସାରଙ୍ଗ ଗ୍ରାମର ପୁରଷୋତ୍ତମ ନାୟକଙ୍କ ଘରେ l ତାଙ୍କ ଘରେ ହଠାତ ଲାଗୁଛି ଅଚାନକ ନିଆଁ ପୋଡିଯାଉଛି ଘର ଦ୍ୱାର, ଆସବାସପତ୍ର, ଓ ଅନେକ ଜିନିଷ ପତ୍ର ।

କିଛି ବୁଝିବା ଆଗରୁ ଲାଗୁଛି ନିଆଁ l 

ବିଶ୍ୱାସ ଓ ଅବିଶ୍ୱାସ ର କଥା ।

ଘର ଲୋକେ ରହିଛନ୍ତି ଭୟଭୀତ ଅବସ୍ଥାରେ ।

ଘର ବାହାରେ ଗଛ ମୂଳରେ ରୋଷେଇ କରି ଖିଆପିଆ କରୁଛନ୍ତି । ବର୍ତ୍ତମାନ ର ବଡ ପ୍ରଶ୍ନ ଏହା ଗୁଣିଗାରେଡି ନା କୌଣସି ଦୈବିଶକ୍ତି ର ପ୍ରଭାବ । ନା କହିପାରିବୁ ଆମେ ନା କହିପାରିବେ ଆପଣ ମାନେ । ଯଦି ଆପଣ ନିଜ ଆଖିରେ ଏଦୃଶ୍ୟକୁ ନଦେଖିବେ ବିଶ୍ୱାସ କରିପାରିବେନି । ସତରେ ଆଜିର ଦୁନିଆରେ ଏଭଳି ଦୃଶ୍ୟ ବି ଦେଖିବାକୁ ମିଳେ ଯାହା ଆମେ ଉପସ୍ଥିତ ହୋଇ ଆମ କ୍ୟାମେରାରେ କଏଦ କରିଥିଲୁ ।

ପରିବାର ଲୋକେ ଭୟବିତ ଅବସ୍ଥାରେ ସ୍ଥାନୀୟ ପ୍ରଶାସନ ଓ ସରକାର ଙ୍କୁ ନିବେଦନ କରିଛନ୍ତି କି ସ୍ଥିତି ସୁଧୁରିବା ଯାଏ ତାଙ୍କୁ ଥଇଥାନ କରିବା ପାଇଁ l 

ସାଲେପୁର ରୁ ଉଦିତ ନାରାୟଣ ମାହୁନ୍ତ ଙ୍କ ରିପୋର୍ଟ ଓଏନ୍ଏମ୍ ନିୟୁଜ୍