State

ଏ ପର୍ଯ୍ୟନ୍ତ ସ୍ଥଗିତ ହୋଇନି ଡ୍ରାଇଭର ଆନ୍ଦୋଳନ: ପ୍ରଶାନ୍ତ ମେଣ୍ଡୁଲି

କେନ୍ଦ୍ର ସରକାରଙ୍କ ନୂଆ ଆଇନ 'ହିଟ୍ ଆଣ୍ଡ ରନ୍' ନିଷ୍ପତ୍ତିକୁ ଓଡ଼ିଶା ସମେତ ପୂରା ଭାରତରେ ଡ୍ରାଇଭର ମହାସଂଘ ବିରୋଧ କରିଛି।

ଆଜିଠୁ ଗାଁ ଗାଁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ

ଆଜିଠୁ ବୁଲିବ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ରଥ ।

ସରକାରୀ କର୍ମଚାରୀ ଓ ସହରାଞ୍ଚଳ ଲୋକ ପାଇବେ ବିଏସକେୱାଇ ନବୀନ କାର୍ଡ

ଗ୍ରାମାଞ୍ଚଳ ପରେ ସହରାଞ୍ଚଳ ଲୋକ ଓ ସରକାରୀ କର୍ମଚାରୀ ପାଇବେ ବିଏସକେଓ୍ବାଇ ନବୀନ କାର୍ଡ । ପରବର୍ତ୍ତୀ ପର୍ଯ୍ୟାୟରେ ସେମାନଙ୍କୁ ଯୋଜନାରେ ସାମିଲ କରାଯିବ।...

ଗାଧୁଆ ତୁଠ କୁ ଯାଇ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା, ଅଭିଯୁକ୍ତ...

ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ଥାନା ଅଧୀନସ୍ଥ ବ୍ରହ୍ମପୁରା ଗ୍ରାମ ରେ ନିଜ ସ୍ତ୍ରୀ କୁ ଟାଙ୍ଗିଆ ରେ ହାଣି ହତ୍ୟା କରିଥିବା ସୂଚନା ମିଳିଛି ।

ଶ୍ରୀ ଦାଣ୍ଡ ଓ ଶ୍ରୀ ସେତୁ ନିକଟରେ ହେବ ବିଶ୍ୱସ୍ତରୀୟ ଭେଣ୍ଡିଂ ଜୋନ୍

ଶ୍ରୀ ଦାଣ୍ଡ ଓ ଶ୍ରୀ ସେତୁ ନିକଟରେ ବିଶ୍ୱସ୍ତରୀୟ ଭେଣ୍ଡିଂ ଜେନ୍ ହେବା ନେଇ ସମୀକ୍ଷା କରିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ଲୋକାର୍ପଣ ପୂର୍ବରୁ ପୁରୀରେ ମୁଖ୍ୟ...

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପୂର୍ବରୁ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା ପୁରୀରେ ପହଞ୍ଚି ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିଛନ୍ତି

ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ

ଶେଷ ହେଲା ଚିଲିକାରେ ପକ୍ଷୀ ଗଣନା କାର୍ଯ୍ୟ। ତେବେ ଗତବର୍ଷ ଅପେକ୍ଷା ଚଳିତବର୍ଷ ୧୮୭ ପ୍ରଜାତିର ପକ୍ଷୀଙ୍କ ଆଗମନ ହୋଇଛି

ଆଜିଠୁ ବନ୍ଦ ରହିବ ଭିତରକନିକା

ଆଜିଠୁ ପର୍ୟ୍ୟଟକଙ୍କ ପାଇଁ ବନ୍ଦ ରହିବ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ଭିତରକନିକା ଜାତୀୟ ଉଦ୍ୟାନ

ଶିମିଳିପାଳ କାଇ ପିମ୍ପୁଡି ଚଟଣୀକୁ ଜିଆଇ ଟ୍ୟାଗ

ମୟୂରଭଞ୍ଜ ଶିମିଳିପାଳ ସଂଲଗ୍ନ ଆଦିବାସୀଙ୍କ ଖାଦ୍ୟ କାଇ ପିମ୍ପୁଡି ଚଟଣିକୁ ମିଳିଲା ଜିଆଇ ଟ୍ୟାଗ ମାନ୍ୟତା ବା ଭୌଗଳିକ ପରିଚୟ । ମୟୂରଭଞ୍ଜ ଜିଲ୍ଲା କୃଷି ବିଜ୍ଞାନ...

ଆନ୍ଦୋଳନକୁ ଓହ୍ଲାଇଲା ଓଡ଼ିଶା ଡ୍ରାଇଭର ମହାସଂଘ

ପ୍ରାୟ ୯ ମାସ ପରେ ପୁଣି ଥର ଆନ୍ଦୋଳନକୁ ଓହ୍ଲାଇଛି ଡ୍ରାଇଭର ମହାସଂଘ

ଭୁବନେଶ୍ବର ଉନ୍ନୟନ କର୍ତ୍ତୃପକ୍ଷର ଏନ୍‌ଫୋର୍ସମେଣ୍ଟ ପାଇଁ ୬୭ଟି...

ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ ଭୁବନେଶ୍ୱରକୁ ଅତ୍ୟାଧୁନିକ ସୁବିଧା ସୁଯୋଗ ସହିତ ନୂତନ ରୂପରେଖା ଦେବାର ଗୁରୁଦାୟିତ୍ୱ ବହନ କରିଛି

ମୟୂରଭଞ୍ଜ ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା: ତେଲ ଟ୍ୟାଙ୍କର ଓ...

ମୟୂରଭଞ୍ଜ ଜିଲ୍ଲା ୪୯ ନମ୍ୱର ଜାତୀୟ ରାଜପଥର ଦ୍ୱାରଶୁଣି ଘାଟିରେ ପୁଣି ଦୁର୍ଘଟଣା । ଏକ ତେଲ ଟ୍ୟାଙ୍କର ଓ ଟ୍ରକ୍ ମଧ୍ୟରେ ଧକ୍କା ହୋଇଛି । ଟ୍ରକ୍ ଡ୍ରାଇଭର...

ମହେଶ୍ୱର ମହାନ୍ତି ପୁନଃ ସଭାପତି ମନୋନୀତ

ଜଗତସିଂହପୁର ଜ଼ିଲ୍ଲା ଫଟୋ ଭିଡିଓଗ୍ରାଫି ଟେଡର୍ସ ଆସୋସିଏସନର ସାଧାରଣ ପରିଷଦ ବୈଠକ

ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ବଲାଙ୍ଗୀର ଜିଲ୍ଲାର ଜୀବନରେଖା କୁହାଯାଉଥିବା ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଛନ୍ତି।

୧୦ ଗ୍ରାମ ବ୍ରାଉନସୁଗାର ଜବତ, ଜଣେ ଗିରଫ

ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ଥାନା ପୁଲିସ ସ୍ଥାନୀୟ ଅଞ୍ଚଳ ର ମାଣିକାଗୋଡ଼ା ଗ୍ରାମରେ ଖବର ପାଇ ଅଚାନକ ଚଢ଼ାଉ କରି ସେହି ଗ୍ରାମର ଜନୈକ ବ୍ୟକ୍ତି ଙ୍କ ଠାରୁ ୧୦...

୩ଜଣଙ୍କୁ ଉପଦେଷ୍ଟା ନିଯୁକ୍ତି କଲେ ରାଜ୍ୟପାଳ

ରାଜ୍ୟପାଳ ରଘୁବର ଦାସଙ୍କ ମୁଖ୍ୟ ଉପଦେଷ୍ଟା ଭାବେ ଅବସରପ୍ରାପ୍ତ ଆଇଏଏସ୍ ସନ୍ତୋଷ କୁମାର ଶତପଥୀ ଓ ଅନ୍ୟ ୨ଜଣଙ୍କୁ ନିଜର ଉପଦେଷ୍ଟା ଭାବେ ନିଯୁକ୍ତି ଦେଇଛନ୍ତି।...

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌

ଓଡ଼ିଶାର ୮ ଉତ୍ପାଦକୁ ମିଳିଲା ଜିଆଇ ଟ୍ୟାଗ୍‌ । ରାଜ୍ୟର ଉତ୍ପାଦିତ ଜିନିଷକୁ ଜିଆଇ ଟ୍ୟାଗ୍‌ ମିଳିଥିବା ନେଇ ଜଣାପଡ଼ିଛି