State
ଶ୍ରୀମନ୍ଦିର ଧୁକୁଡ଼ି ଦ୍ୱାର ନିକଟରେ ରକ୍ତର ଛିଟା
ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ବଡ଼ ମହାସ୍ନାନ। ମହାପ୍ରଭୁଙ୍କର ଅବକାଶ ନୀତି ବଢ଼ିବା ପରେ ଧୁକୁଡ଼ି ଦ୍ୱାର ନିକଟରେ ରକ୍ତ ପଡ଼ିଥିବାରୁ କରାଗଲା ବଡ଼ ମହାସ୍ନାନ
ଧବଳେଶ୍ୱରଙ୍କ ପୀଠରେ ଜଳଲାଗି
ପବିତ୍ର ଶ୍ରାବଣ ମାସର ଦ୍ୱିତୀୟ ସୋମବାର ଚଳଚଞ୍ଚଳ ଆଠଗଡ଼ର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠ ।
ଆସିଲା ଭୁବନେଶ୍ୱର ମେଟ୍ରୋ ଷ୍ଟେସନର ପ୍ରଥମ ଚିତ୍ର
ଭୁବନେଶ୍ୱର ମେଟ୍ରୋ ଡିଜାଇନ୍ କନସଲଟାନ୍ସ କଣ୍ଟ୍ରାକ୍ଟ (ବିସିଡିଡି)ର ପ୍ରଥମ ପର୍ଯ୍ୟାୟ ଟେଣ୍ଡର ଇଣ୍ଟର କନେକ୍ସନାଲ କନସଲଟାନ୍ସ ଆଣ୍ଡ ଟେକ୍ନାକାର୍ଟ (ଆଇସିଟି...
ଓଡ଼ିଶା ବଜାରରେ ଆସି ପହଞ୍ଚିଛି ପଶ୍ଚିମବଙ୍ଗ ଆଳୁ
ଓଡ଼ିଶା ବଜାରରେ ଆସି ପଶ୍ଚିମବଙ୍ଗ ଆଳୁ ପହଞ୍ଚିଛି। ଆଳୁ ସଙ୍କଟ ଦୂର ପାଇଁ ବହୁ ଆଳୁ ବୋଝେଇ ଟ୍ରକ ଆସି ପହଞ୍ଚିଛି ।
ଆଇଏଏସ୍ ସ୍ତରରେ ଅଦଳବଦଳ
ଆଇଏଏସ୍ ସ୍ତରରେ ରାଜ୍ୟ ସରକାର ଅଦଳବଦଳ କରିଛନ୍ତି
୩୧ ସୁଦ୍ଧା ଆଉ ଏକ ଘୂର୍ଣ୍ଣିବଳୟ
୩୧ ତାରିଖ ସକାଳ ୮.୩୦ ଯାଏ ୧୪ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ଆକଳନ କରାଯାଇଛି
ଖୁବଶୀଘ୍ର ରତ୍ନଭଣ୍ଡାର ମରାମତି
ଖୁବଶୀଘ୍ର ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ କରିବ ଏଏସଆଇ
ଖୋଲିଲା ହୀରାକୁଦ ଗେଟ୍ : ୭ ନମ୍ବର ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ
ବାଜିଲା ସାଇରନ୍, ଖୋଲିଲା ହୀରାକୁଦ ଗେଟ୍
କାହିଁକି ଆଳୁ ଟ୍ରକ ଅଟକାଇଥିଲା ପଶ୍ଚିମବଙ୍ଗ?
ପଶ୍ଚିମବଙ୍ଗରେ ଷ୍ଟ୍ରାଇକ ଚାଲୁଥିବାରୁ ଟ୍ରକ୍ ସବୁ ଅଟକିଥିଲା, ୨ ଦିନ ପରେ ରେଟ ସ୍ୱାଭାବିକ ହେବ: ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର
ଦୁଇ ଦିନରେ ଆଳୁ ସମସ୍ୟାର ହେବ ସମାଧାନ: ଯୋଗାଣ ମନ୍ତ୍ରୀଙ୍କ ସୂଚନା
ଦୁଇ ଦିନରେ ରାଜ୍ୟକୁ ଆସିବ ଆଳୁ। ଦୂର ହେବ ଅଭାବ
‘୩୨ ଟଙ୍କାରେ ବିକନ୍ତୁ ଆଳୁ, ଅଧିକରେ ବିକିଲେ ହେବ କାର୍ଯ୍ୟାନୁଷ୍ଠାନ’
ଖୁଚୁରା ବଜାରରେ ଆଳୁ କେଜି ୩୨ ଟଙ୍କାରେ ବିକନ୍ତୁ ଆଳୁ
ମୁଁ କାର୍ଗିଲ୍... ବୀରତ୍ଵ, ବଳିଦାନ ଏବଂ ସ୍ଵାଭିମାନର ଏକ ଲଢେଇ
ମୁଁ କାର୍ଗିଲ୍... କେବଳ ଏକ ମାତ୍ର ଶବ୍ଦରେ ସୀମିତ ନୁହେଁ, କି ସ୍ଥାନ ନୁହେଁ, ମୋ ସହ ସାରା ଦେଶର ଭାବାବେଗ ଜଡ଼ିତ
ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର
ବଙ୍ଗୋପସାଗରରେ ସୃଷ୍ଟି ହୋଇଛି ପୁଣି ଏକ ଲଘୁଚାପ କ୍ଷେତ୍ର। ଏହା ବାୟୁମଣ୍ଡଳର ୭.୬ କିଲୋମିଟର ଯାଏ ବ୍ୟାପିଛି।
ବରିଷ୍ଠ ବିଜେପି ନେତା ପ୍ରଭାତ ଝାଙ୍କ ପରଲୋକ
ମଧ୍ୟପ୍ରଦେଶ ବିଜେପିର ପୂର୍ବ ଅଧ୍ୟକ୍ଷ ତଥା ପୂର୍ବ ରାଜ୍ୟସଭା ସାଂସଦ ପ୍ରଭାତ ଝାଙ୍କ ପରଲୋକ
ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍
ଭୁବନେଶ୍ୱର ରେଳ ଷ୍ଟେସନରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇଛି
ବିଧାନସଭାରେ ଉଠିଲା ଭୂତ ରାସନକାର୍ଡ ପ୍ରସଙ୍ଗ
ବିଧାନସଭା ଶୂନ୍ୟକାଳରେ ଉଠିଲା ଭୂତ ରାସନ କାର୍ଡ ହିତାଧିକାରୀ ପ୍ରସଙ୍ଗ
ଓଡ଼ିଶାକୁ ଆଳୁ ଗାଡ଼ି ଛାଡ଼ୁନି ପଶ୍ଚିମବଙ୍ଗ, କିଲୋ ଛୁଇଁଲାଣି ୫୦
ଗତ କିଛି ଦିନ ଧରି ପରିବା ଦର କଲବଲ କରୁଥିବା ବେଳେ ଏବେ ରାଜ୍ୟବାସୀଙ୍କୁ ଟେନସନ୍ ଦେଲାଣି ଆଳୁ
ମନ ମୋହିଲେ ମୋହନ ସରକାର
ପୂର୍ବ ବର୍ଷ ତୁଳନାରେ ବଜେଟ ବଢିଲା ୧୫ ପ୍ରତିଶତ । ଗରିବ, କୃଷକ, ମହିଳା ଓ ଯୁବବର୍ଗଙ୍କୁ ଗୁରୁତ୍ୱ









