ୟୁନିଫର୍ମ ପାଇଁ ସମ୍ବିତ ରାଉତରାୟଙ୍କର ନିବେଦନ

ୟୁନିଫର୍ମ ପାଇଁ ଦାମ ରାଉତ ଙ୍କ ପୁଅ ସମ୍ବିତ ରାଉତରାୟଙ୍କର ସୋସିଆଲ ମିଡ଼ିଆ ରେ ନିବେଦନ

ୟୁନିଫର୍ମ ପାଇଁ ସମ୍ବିତ ରାଉତରାୟଙ୍କର ନିବେଦନ

ଭାରତ ସରକାର ଖୁବ ଶୀଘ୍ର ୟୁନୀଫର୍ମ ସିଭିଲ କୋଡ (Uniform Civil Code) ବା ଏକକ ନାଗରିକ ସଂହିତା ଲୋକସଭାରେ ଆଣିବାକୁ ଯାଉଛନ୍ତି । ଏହାକୁ ମୁସଲମାନ ଏବଂ ଖ୍ରୀଷ୍ଟିୟାନମାନେ ଦୃଢ ଭାବେ ବିରୋଧ କରି କୋଟି କୋଟି ସଂଖ୍ଯାରେ ଏହା ବିରୋଧରେ ଭାରତ ସରକାରଙ୍କୁ ବାର୍ତ୍ତା ପଠାଇ ଚାଲିଛନ୍ତି । ମାତ୍ର ଦୁଃଖର କଥା ହିନ୍ଦୁ ମାନେ ହାତ ବାନ୍ଧି ଚୁପ ବସିଛନ୍ତି । ସମସ୍ତଙ୍କୁ ଦୃଢ ଅନୁରୋଧ ସମସ୍ତେ 9090902024କୁ ଗୋଟିଏ କଲ (ରିଙ୍ଗ) ଦିଅନ୍ତୁ ଅଥବା “ଲ” କମିଶନର ଭାରତ ସରକାର, ଦିଲ୍ଲୀ ବା membersecretary-lci@gov.in କୁ ଗୋଟିଏ ବାର୍ତ୍ତା ପଠାନ୍ତୁ । ଯାହା ଫଳରେ ଆପଣଙ୍କ ମତ ପଞ୍ଜୀକୃତ ହୋଇଯିବ । ସମସ୍ତେ ନିଶ୍ଚିତ ଭାବେ ଏହି ନମ୍ବରକୁ ଗୋଟିଏ ରିଙ୍ଗ ଦେବା ସହିତ ଅନ୍ୟ ମାନଙ୍କୁ ମଧ୍ୟ ଏଥି ପାଇଁ ନିଶ୍ଚିତ ଭାବେ ଅବଗତ କରାନ୍ତୁ । ହିନ୍ଦୁ ଏକଜୁଟ ହୋଇ ନିଜକୁ ରକ୍ଷା କରନ୍ତୁ, ନଚେତ ହିନ୍ଦୁ ଧର୍ମ ଲୋପ ପାଇଯିବ ।

ଏହାକୁ ଭିତିକରି ଦାମ ରାଉତଙ୍କ ପୁଅ ସମ୍ବିତ୍ ରାଉତରାୟ ସୋସିଆଲ ମିଡ଼ିଆ ରେ ନିବେଦନ କରିଛନ୍ତି l