କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍‌ ଭାଙ୍ଗିବାରୁ ଜରୁରୀ ଅବତରଣ

କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍‌ ଭାଙ୍ଗିବାରୁ ଜରୁରୀ ଅବତରଣ

ଭୁବନେଶ୍ୱର ଏୟାରପୋର୍ଟରେ ଭିସ୍ତାରା ବିମାନର ଜରୁରୀ ଅବତରଣ କରିଥିବା ସୂଚନ ରହିଛି। ଭୁବନେଶ୍ୱରରୁ ଦିଲ୍ଲୀ ଅଭିମୁଖେ ଉଡାଣ ଭରିଥିଲା। ଟେକଅପ୍‌ କରିବାର ୧୦ ମିନିଟ ପରେ ଜରୁରୀ ଅବତରଣ କରିଥିଲା। କୁଆପଥର ମାଡ଼ ଯୋଗୁଁ ୱିଣ୍ଡସିଲ୍‌ ଭାଙ୍ଗିବାରୁ ଜରୁରୀ ଅବତରଣ କରିଥିବାବେଳେ ବିମାନରେ ଥିବା ୧୭୦ ଯାତ୍ରୀ ସୁରକ୍ଷିତ ରହିଥିବା ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି।