ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ଘର

ସର୍ଟସର୍କିଟରୁ ଅଗ୍ନିକାଣ୍ଡ। ଜଳିଗଲା ଘର

ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ: ଜଳିଗଲା ଘର

ସର୍ଟସର୍କିଟରୁ ଅଗ୍ନିକାଣ୍ଡ। ଜଳିଗଲା ଘର। ଏଭଳି ଘଟଣା ଘଟିଛି ବଲାଙ୍ଗିର ଜିଲ୍ଲା ରଣ୍ଡା ପଞ୍ଚାୟତର ଜାମପାଲି ଗାଁରେ। ଆଜି ଅପରାହ୍ନରେ ସର୍ଟସର୍କିଟ ଯୋଗୁଁ ଗାର ପ୍ରଶାନ୍ତ ବାଗଙ୍କ ଘର ଜଳିଯାଇଛି।

ନିଆଁ ଲାଗିବା ଫଳରେ ଲୋକେ ଦମକଳ ବିଭାଗକୁ ଫୋନ କରିଥିଲେ ଗାଡି ଆସିବା ବେଳକୁ ସବୁ ଛାରଖାର ହୋଇଯାଇଥିଲା। ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ ଲୋଇସିଂହା ବିଧାୟକ ମୁକେଶ ମହାଲିଙ୍ଗ।