ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପରଲୋକ

ପୂର୍ବତନ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କର ଆଜି ପରଲୋକ ହୋଇଯାଇଛି। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବିଧାନସଭା କ୍ଷେତ୍ରରୁ ପ୍ରତିନିଧିତ୍ୱ କରୁଥିଲେ।

ଚକ ହଳ ଲଙ୍ଗଳ ଜନତା ଦଳ ପରେ ଚକ୍ର ଚିହ୍ନ ଜନତା ଦଳ ତାପରେ ବିଜୁ ଜନତା ଦଳ ମଙ୍ଗୁଆଳ ବରିଷ୍ଠ ଜନନେତା ରୂପେ ଓଡ଼ିଶା ରାଜନିତୀରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିବା ପ୍ରାକ୍ତନ ପଶୁ ଓ ମସ୍ଛ୍ୟ ସଂପଦ ମନ୍ତ୍ରୀ  ଶକ୍ତି ଓ ରାଜସ୍ୱ ମନ୍ତ୍ରୀ ପୂର୍ବତନ ବାଚଷ୍ପତି ଦିଗପହଣ୍ଡିର ବର୍ତମାନର ବିଧାୟକ ସୂର୍ୟ୍ଯ ନାରାୟଣ ପାତ୍ରଙ୍କ  ଭୁବନେଶ୍ବର ସ୍ଥିତ ଏକ ଘରୋଇ ଚିକିତ୍ସାଳୟରେ ଆଜି ସଂଧ୍ୟା ପ୍ରାୟ ୭ ଘଣ୍ଟା ସମୟରେ ପରଲୋକ ହୋଇଥିବା ଜଣାପଡିଛି ।
୧୯୯୦ ମସିହାରୁ ଆଜିଯାଏଁ ଲଗାତର ମୋହନାରୁ ୪ ଥର ଦିଗପହଣ୍ଡିରୁ ୩ ଥର ବିଧାୟକ ହୋଇଅଛନ୍ତି । ସେ ଜଣେ ପୋଖତ ରାଜନେତା ଥିଲେ। ତାଙ୍କର ପରଲୋକରେ ଓଡ଼ିଶା ରାଜନିତୀରେ ଜଣେ ପ୍ରମୁଖ ଜନନେତାଙ୍କୁ ହରାଇଲା