ଘୋଷଣା ହେଲା ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା
ଘୋଷଣା ହେଲା ବିଜେଡିର ଷଷ୍ଠ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ଭୁବନେଶ୍ବର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେଡିର ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ସେହି ଅନୁସାରେ ଚିଲିକାରୁ ରଘୁନାଥ ସାହୁ ପ୍ରାର୍ଥୀ ହୋଇଥିବା ବେଳେ କେନ୍ଦ୍ରାପଡାରୁ ଗଣେଶ୍ବର ବେହେରା ପ୍ରାର୍ଥୀ ହୋଇଛନ୍ତି। ଅନ୍ୟମାନେ ହେଲ
ଚିଲିକା- ରଘୁନାଥ ସାହୁ
ଅନନ୍ଦପୁର- ରଘୁନାଥ ସେଠୀ
ସାରସକଣା- ଦେବାଶୀଷ ମରାଣ୍ଡି
କଂରଞ୍ଜିଆ- ବାସନ୍ତି ହେମ୍ବ୍ରମ
ରେମୁଣା- ବିଦ୍ୟାସ୍ମିତା ମହାଲିକ
ସିମୁଳିଆ- ସୁଭାଶିନୀ ସାହୁ
ବଡଚଣା- ବର୍ଷା ପ୍ରିୟଦର୍ଶିନୀ
କେନ୍ଦ୍ରାପଡା-ଗଣେଶ୍ବର ବେହେରା
ଚମ୍ପୁଆ- ସନାତନ ମହାକୁଡ