ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା

ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି।

ବିଜେଡିର ତୃତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା

ଭୁବନେଶ୍ୱର: ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ବିଜେଡି ଆଜି ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ବିଜେଡି ସୁପ୍ରିମୋ ନବୀନ ପଟନାୟକ ଗୋଟିଏ ଭିଡିଓ ବାର୍ତ୍ତା ଜାରି କରି ୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି।

୧)ରେଙ୍ଗାଲି- ସୁଦର୍ଶନ ହରିପାଲ
୨)ରାଉଲକେଲା- ଶାରଦା ପ୍ରସାଦ ନାୟକ
୩)ବୀରମିତ୍ରପୁର- ରୋହିତ ଯୋଶେଫ ତିର୍କୀ
୪)କେନ୍ଦୁଝର- ମୀନା ମାଝୀ
୫)ରାଇରଙ୍ଗପୁର- ରାଇସିଂ ମୁର୍ମୁ
୬)ବାଲେଶ୍ୱର- ସ୍ୱରୂପ ଦାସ
୭)ବାରବାଟୀ କଟକ- ପ୍ରକାଶ ଚନ୍ଦ୍ର ବେହେରା
୮)ସାଲେପୁର- ପ୍ରଶାନ୍ତ ବେହେରା
୯)ଜୟେଦେବ-ନବକିଶୋର ମଲ୍ଲିକ